ସୋନପୁର,(ଶୁଶାନ୍ତ କୁମାର ବେହେରା) ପଣ୍ଡିତ ସ୍ୱାମା ପ୍ରସାଦ ମୁଖାର୍ଜୀ ଙ୍କ ଜନ୍ମଦିନପାଳିତ ନେହେରୁ ଯୁବ କେନ୍ଦ୍ର ସୋନପୁର ତତ୍ୱାବଧାନରେ ଉଲୁଣ୍ଡା ବ୍ଲକ ବୀର ସୁରେନ୍ଦ୍ର ସାଏ କ୍ଲବ ମାଟୁପାଲି ତରଫରୁ ଜନ୍ମଦିନ ପାଳିତ ହୋଇଯାଇଛି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବନଅଧିକାରୀ ଗୋପାଳ ପଣ୍ଡା ମୁଖ୍ୟବକ୍ତା ଭାବେ ଆଦିତ୍ୟ ରଞ୍ଜନ ବ୍ରହ୍ମଚାରୀ ସନମାନିତ ଅତିଥି ଭାବେ ବନରଖି ବିଜୟ କୁମାର ସେଠି ଉପସ୍ଥିତ ରହି ପଣ୍ଡିତଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଆଲୋଚନା କରିଥିଲେ ଏହି ଅବସରରେ କ୍ଲବକୁ ବନବିଭାଗ ତରଫରୁ ଚଳିତ ବର୍ଷ ପ୍ରକୃତି ମିତ୍ର ପୁରସ୍କାର ପାଇଥିବାରୁ ସଭାପତିଙ୍କୁ ବୃକ୍ଷଦେଇ ସମ୍ବୋର୍ଦ୍ଧିତ କରିଥିଲେ ପରେ ସାମୁହିକ ଭାବେ ବୃକ୍ଷରୋପଣର ଶୁଭାରମ୍ଭ କରିଥିଲେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶମ୍ଭୁରାଜ କର୍ଣ୍ଣ, ସ୍ବାଗତଂ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଧବଳେଶ୍ୱର ଭୁକ୍ତା,, ସହଯୋଗ କରିଥିଲେ କୁଶ ମାଝୀ, ଗଙ୍ଗାଧର ବାଘ, ସିଦ୍ଧାନ୍ତ ମାଝୀ, ରାକେଶ ବାଘ, ଶାନ୍ତନୁ ମେଲ୍ଲୀ, ସୁଶାନ୍ତ ଠାକୁର,ଶେଷରେ ଜାତୀୟ ଯୁବ ସ୍ବେଛାସେବୀ ହୃଷିକେଶ ଦେହେରୀ ଧନ୍ୟବାଦ ଦେଇଥିଲେ।
ପଣ୍ଡିତ ସ୍ୱାମା ପ୍ରସାଦ ମୁଖାର୍ଜୀ ଙ୍କ ଜନ୍ମଦିନପାଳିତ
ଆଜତକ ଓଡ଼ିଶା
0
Post a Comment