ନୂଆପଡା (ପରମେଶୂର ମେହେର) ନୂଆପଡ଼ା ଜିଲ୍ଲାର ବୋଡେ଼ନ ବ୍ଲକର ବିଭିନ୍ନ କୃଷି ସେବା ସମବାୟ ସମିତି ରେ ନିମ୍ନମାନର ସାର ସରକାରୀ ଭାବରେ ଯୋଗାଣ ହେଉଥିବା ଦେଖିବାକୁ ମିଳିଛି । ଖଇରା ପେସ୍କ ରେ ଏହାର ଜ୍ୱଳନ୍ତ ଉଦାହରଣ ଚାଷୀମାନେ ଦେଖିବାକୁ ପାଇଁ ଗଣମାଧ୍ୟମ ଠାରେ କ୍ଷୋଭ ପ୍ରକାଶ କରିଛନ୍ତି, ଡି ଏ ପି ସାର ଧଳା ଦିଶୁଛି ଓ ଏହାଉପରେ ୨୦-୨୦-୧୮-ଲେଖା ଯାଇଛି ଓ ପନ୍ଦର ସହ ଟଙ୍କା ନିଆଯାଉଛି । କିନ୍ତୁ ଚାଷୀମାନେ ନିମ୍ନମାନର ଧଳା ଡିଇପି ସାର ଭଲ ନୁହେଁ ଓ ଏହା ଦାମ ଅନୁସାରେ ନିମ୍ନ ମନର ବୋଲି ଅଧା ଲୋକ ଫେରିଯାଇଥିବା ଦେଖିବାକୁ ମିଳିଛି । କିନ୍ତୁ କେତେ ଚାଷୀ ବାଧ୍ୟ ହୋଇ ନିମ୍ନ ମାନର ସରକୁ ନେଇ ପାସ୍ତାଉ ଛନ୍ତି । ସରକାର ଉତ୍ତମ ସାର ଯୋଗାଇବା ଡିମଡ଼ିମି ପିଟୁଥିବା ବେଳେ ଏହା କେତେ ଦୂର ସତ ଏହା ସହଜରେ ଅନୁମେୟ । ଏଣୁ ଜିଲ୍ଲାର ଅଧିକାରୀ ଓ ପେସ୍କ ଅଧିକାରୀ ମିଳି ଭଗତ ରେ ଚାଷୀ ମରଣା ନୀତି ବୋଲି ଚର୍ଚ୍ଚା ହେଉଛି, ଏଣୁ ଏହାର ନିରପେକ୍ଷ ତଦନ୍ତ ପାଇଁ ସାଧାରଣରେ ଦାବୀ ହେଉଛି ।
ବୋଡେ଼ନ ବ୍ଲକ ରେ ଖଇରା କୃଷି ସମବାୟ ସମିତି ର ନିମ୍ନମାନର ସାର ଯୋଗାଣ
ଆଜତକ ଓଡ଼ିଶା
0
Tags
ଖବର ଉପରେ ନଜର
Post a Comment