ବରିଷ୍ଠ ନାଗରିକ ମଞ୍ଚ ପହଂଚି ଲା ସ୍ବର୍ଗତ ତ୍ରିପୁରାରୀ ଙ୍କ ଦୁଆରେ


ହରଭଙ୍ଗା,(ଶୁଶାନ୍ତ କୁମାର ବେହେରା) ବରିଷ୍ଠ ନାଗରିକ ସ୍ବର୍ଗତ ତ୍ରିପୁରାରୀ ମହାପାତ୍ର , ଅବସର ପ୍ରାପ୍ତ ଶିକ୍ଷକ, ଅଡ଼େନିଗାଡ଼ି ଙ୍କ ଏକାଦଶାହ ରେ ବରିଷ୍ଠ ନାଗରିକ ମଞ୍ଚ, ହରଭଙ୍ଗା ବ୍ଲକ ର ସଭାପତି ରମେଶ ଚନ୍ଦ୍ର ଜେନା, ସମ୍ପାଦକ ବାଳକୃଷ୍ଣ ନାୟକ , ସହସମ୍ପାଦକ ଶରତ ମାଝୀ, କାର୍ଯ୍ୟକାରୀ ସଦସ୍ୟ ମନମୋହନ ସାହୁ ଓ ଜନକ ପାତ୍ର ପହଞ୍ଚି ପରିବାର ସଦସ୍ୟ ଙ୍କୁ ସମବେଦନା ଜଣାଇ ଥିଲେ । ପରିବାର ପେନସନ ଓ ଅନ୍ୟାନ୍ୟ ସରକାରୀ ସୁବିଧା ପାଇବା ରେ ସମସ୍ତ ସହଯୋଗ କରିବା ପାଇଁ ତାଙ୍କ ଧର୍ମପତ୍ନୀ ଙ୍କୁ ପ୍ରତିଶୃତି ଦିଆଯାଇଥିଲା ।

Post a Comment

Previous Post Next Post