ସୁବର୍ଣ୍ଣପୁର,(ଆଜତକ୍ ଓଡ଼ିଶା) ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାର ଠାରେ ନେହେରୁ ଯୁବ କେନ୍ଦ୍ର ସୁବର୍ଣ୍ଣପୁର ପ୍ରତ୍ୟକ୍ଷ ତତ୍ବାବଧାନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବୀର ସୁରେନ୍ଦ୍ର ସାଏ ମାଟୁପାଲିର ସହୟୋଗରେ ଆଜି ସୁବର୍ଣ୍ଣପୁର ଜିଲ୍ଲାର ସଂସ୍କାର ଭାରତୀ ପଶ୍ଚିମ ପ୍ରାନ୍ତ ର ମହା ମନ୍ତ୍ରୀ ଗଦାଧର ବାରିକ ଓ ସମ୍ମାନିତ ଅତିଥି ଭାବରେ ରକ୍ତ କେନ୍ଦ୍ର ର ମୁଖ୍ୟ ଅଧିକାରୀ ଡାକ୍ତର ଦୂର୍ଗ।ଦତ୍ତ ଦାଶ ଫିତା କାଟି ଉଦଘାଟନ କରି ପଣ୍ଡିତ ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ସୃତି ଚାରଣ କରି ଥିଲେ । ନେହେରୁ ଯୁବ କେନ୍ଦ୍ର ର ରାଷ୍ଟିୟ ଯୁବ ସମାଜସେବୀ ହୃଷିକେଶ ଦେହୁରୀ , ଧବେଲଶ୍ୱର ଭୁକ୍ତା ଉପସ୍ଥିତ ରହି ସାହୟୋଗ କରିଥିଲେ । ଶାନ୍ତନୁ ମେଣ୍ଡେଳି, ବିଶ୍ଵନାଥ କର୍ମୀ, ସମାଜ ସେବୀ ସମ୍ଭୂରାଜ୍ କର୍ଣ୍ଣ, ସିଦ୍ଧାନ୍ତ ମାଝୀ, ରାକେଶ ମହଲା ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ରକ୍ତ ଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା , ଟେକ୍ନିସିଏଁନ ଜଗତ ଦରୁଆନ, ସୁବାସ ପଣ୍ଡା , ୟୁଦିଷ୍ଟିର ନାଏକ ପ୍ରମୁଖ ରକ୍ତ ଶିବିର ରେ ରକ୍ତ ସଂଗ୍ରହ କରିଥିଲେ ।
ପଣ୍ଡିତ ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ଜନ୍ମତିଥି ରେ ରକ୍ତ ଦାନ ଶିବିର
ଆଜତକ ଓଡ଼ିଶା
0
Tags
ବ୍ରେକିଂ ନ୍ୟୁଜ
Post a Comment