ସମବାୟ ସମିତି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ

ଜନ ମତ:- ବିଗତ ପଂଚାୟତ ନିର୍ବାଚନ ରୁ ଅଧିକ ସଂଘର୍ଷ ସମବାୟ ନିର୍ବାଚନ


ବୌଦ୍ଧ : (ସୁଶାନ୍ତ କୁମାର ବେହେରା). ସମବାୟ ସମିତି ଲିଃ. ର ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଜନମତ ପ୍ରକାଶ ବୌଦ୍ଧ ଜିଲ୍ଲା ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରୁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବହୁ ଜଟିଳ, ସଂଘର୍ଷ ମୟ!ସକାଳ ୭ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ନିର୍ବାଚନୀ ପ୍ରକ୍ରିୟା ଜାରିରହିଥିବା ବେଳେ ହରଭଙ୍ଗା ବ୍ଲକ ହରଭଙ୍ଗା ଓ ରାମଗଡ ସେବାସମବାୟ ନିର୍ବାଚନ ଆଜି ସଂଘର୍ଷ ମୟ ମତଦାନ ପ୍ରକ୍ରିୟା ଜାରିରହିଥିବା ଦେଖିବାକୁ ମିଳିଛି । ୧୨୬୨ଭୋଟର ନେଇ ରାମଗଡ ସମବାୟ ସମିତି ଲିଃ ୧୫ଗୋଟି ନିର୍ବାଚନୀ ମଣ୍ଡଳୀ ଥିବାବେଳେ ପ୍ରତି ମଣ୍ଡଳୀ ରୁ ୨ଜଣ ଲେଖାଏଁ ପ୍ରତିଦ୍ବନ୍ଦୀ ନିର୍ବାଚନୀ ମୈଦାନ ରେ ଓହ୍ଲେଇ ଛନ୍ତି। ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନ ଚାଲିଥିବା ବେଳେ ବିଜେପି ପ୍ରାଥୀଙ୍କ ବିଜୟୀ ହେବ ବୋଲି ଜନ ମତ ଆସୁଛି!ନିର୍ବାଚନୀ ଶେଷ ପ୍ରକ୍ରିୟା କୁ ଜନସାଧାରଣ ଜନ ମତ କେତେଦୂର ଠିକ ଫଳାଫଳ ପରେ ଜଣାପଡିବ।

Post a Comment

Previous Post Next Post