ପୂର୍ବତନ ସରପଞ୍ଚଙ୍କ ପରଲୋକ


ବଙ୍ଗୋମୁଣ୍ଡା /ସିନ୍ଧେକେଲା,(ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭୁସଲାଡ ଗ୍ରାମର ବିଶିଷ୍ଟ ସମାଜସେବୀ ଓ ରାଜନେତା ରାୟକର ବେହେରାଙ୍କ ପରଲୋକ ହୋଇଯାଇଛି । ସେ ଦେଢ଼ଗାଁ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ । ନୂତନ ଭାବରେ ଭୁଷଲାଡ ଗ୍ରାମପଞ୍ଚାୟତ ହେବାପରେ ତାଙ୍କ ପତ୍ନୀ ଅପ୍ରତିଦ୍ବନ୍ଦି ଭାବେ ସରପଞ୍ଚ ନିର୍ବାଚିତ ହୋଇଥିଲେ । ଭୁଷଲାଡ ହାଇସ୍କୁଲ ପ୍ରତିଷ୍ଠାତା ଥିଲେ । ତାଙ୍କ ବିୟୋଗରେ ବଙ୍ଗୋମୁଣ୍ଡା ଅଞ୍ଚଳ ସହ ଚିହ୍ନାପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି ।

Post a Comment

Previous Post Next Post