ସୁବର୍ଣ୍ଣପୁର(ଗଣପତି ବାଘ)ସୁବର୍ଣ୍ଣପୁରଜିଲ୍ଲା ଖାରି- ବଇରଖମନ୍ ରାସ୍ତା ମଧ୍ୟ ରେ ବାଇକ୍ ଦୁର୍ଘଟଣାଗ୍ରସ୍ତ । ବାଇକ ଆରୋହୀ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବାଇକ ଆରୋହି ଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ବାଇକ୍ ଆରୋହି ଜଣକ ବଇରଖମନ ଗାଁ ରୁ ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ବାଇକ୍ ରୁ ଛିଟିକି ପଡ଼ିଥିଲେ । ଫଳରେ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ସୋନପୁର ଦମକଳ ବାହିନୀ ବାଇକ୍ ଆରୋହିଙ୍କୁ ଉଦ୍ଧାର କରି ସୋନପୁର ଜିଲ୍ଲା ଡାକ୍ତରଖନା କୁ ଆଣି ଥିବା ବେଳେ ସୋନପୁର ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିବା ସହ ମୃତକ ଙ୍କ ପରିଚୟ ଖୋଜୁଛି ।
ସଡକ ର୍ଦୁଘଟଣାରେ ଜଣେ ବାଇକ ଅରୋହିମୃତ
ଆଜତକ ଓଡ଼ିଶା
0
Post a Comment