ଜୀବନ ଜ୍ୟୋତି ଓଡିଶା ପ୍ରତିଷ୍ଠାତା ତଥା ସମାଜସେବୀ ଙ୍କ ନିଆରା ଢଙ୍ଗରେ ପୁଅ ର ଜନ୍ମ ଦିନ ପାଳନ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ମାନବ ସେବା ହିଁ ମାଧବ ସେବା ଏକଥା କୁ ମାନି ନିଜ ପୁଅ ର ଜନ୍ମ ଦିନ ନିଆଁରେ ଢଙ୍ଗରେ ପାଳନ କଲେ " ଜୀବନ ଜ୍ୟୋତି ଓଡିଶା "ପ୍ରତିଷ୍ଠାତା ତଥା ସମାଜ ସେବୀ ପ୍ରଶାନ୍ତ ବିଶି ଓ ତାଙ୍କ ଧର୍ମପତ୍ନୀ ସମାଜ ସେବୀ ସହିତ ବୌଦ୍ଧ ଜିଲ୍ଲା ର ଜଣେ ଅଗ୍ରଣୀ ପ୍ରଧାମ ଧାଡ଼ିର ଜନ ମଙ୍ଗଲକlରି ନେତ୍ରୀ ପୂଜାରାଣୀ ପାତ୍ର । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଝାଡ଼ରlଜିଂ ରେ ଥିବା ବୃଦ୍ଧାଶ୍ରମ କୁ ଯାଇ ଫଳ, ଓ ଶୁଖିଲା ଖାଦ୍ୟ ଦେବା ସହ ଅସହାୟ ଙ୍କମୁଁହ ରେ କିଛି ଦୁଇପଦ ଆଶୀର୍ବାଦ ବାଦ ନେଇ ପୁଅ ପ୍ରତ୍ୟୁଷ ର ଜନ୍ମ ଦିନ ପାଳନ କରିଥିଲେ । ଏହି ଜନ୍ମ ଦିନ ପାଳନ କାର୍ଯ୍ୟକ୍ରମ ରେ ନିଜ ସଂସ୍ଥା ର ଅନନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।


Post a Comment

Previous Post Next Post