ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ଜବାହରଲାଲ ନବୋଦୟ ବିଦ୍ୟାଳୟ ବୌଦ୍ଧ ର "ପରୀକ୍ଷା ପେ ଚର୍ଚ୍ଚା "କାର୍ଯ୍ୟକ୍ରମ କୁ ମାନ୍ୟବର ପ୍ରଧାନ ମନ୍ତ୍ରୀ ଦୂରଦର୍ଶନ ପ୍ରସାରଣ କାର୍ଯ୍ୟକ୍ରମ କୁ ପାଞ୍ଚ ସହ ଛାତ୍ର ଛାତ୍ରୀ, ସମସ୍ତ ଶିକ୍ଷକ, ଉପ ପ୍ରlଚାର୍ଯ୍ୟ, ପ୍ରlଚାର୍ଯ୍ୟ ଦେଖିବା ସହ ପରୀକ୍ଷା ର ଗୁରୁତ୍ୱ କୁ ଉପଲବ୍ଧି କରିଥିଲେ!ଛାତ୍ର ଛାତ୍ରୀ ଙ୍କ ମାନସିକ ମାନସିକ ଚାପର ହ୍ରାସ ନିମନ୍ତେ ମୁଖ୍ୟ ମନ୍ତୀ ଙ୍କ ଏହି ନିଶ୍ଚିତ ସହାୟକ ହେବ ବୋଲି ଛାତ୍ର ଛାତ୍ରୀ,ଶିକ୍ଷକ ଓ ବିଦ୍ୟାଳୟ ର ଅଧ୍ୟକ୍ଷl ଶ୍ରୀମତୀ ଜଲୀ ଟମି ଙ୍କୁ ଧନ୍ୟବାଦ ଦେବା ସହ ନୂତନ ପଦକ୍ଷେପ କୁ ସ୍ୱାଗତ ଜଣାଇଛନ୍ତି!
ବୌଦ୍ଧ ଜିଲ୍ଲା ର "ପରୀକ୍ଷା ପେ ଚର୍ଚ୍ଚା"
ଆଜତକ ଓଡ଼ିଶା
0
Post a Comment