ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ବୃନ୍ଦାବନ ପାହାଡ଼ ଉପରେ ଥିବା ଶାନ୍ତି ଆନନ୍ଦ ବାବା ମଠ ଠାରେ ଗତ କାଲି ସକାଳ ୮ଟାରେ ଶୁଭ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି!ମଠ ର ମଠାଧୀଶ ପ୍ରଶାନ୍ତ ଦାସ, ମଥୁରା ପଂଚାୟତ ଅଂଚଳ ବାସି,ଧାର୍ମିକ,ଇଶ୍ୱର ବିଶ୍ୱାସୀ ଭିକାରି ଘିବଲା , କପିଳ ବାହୁକ,କମ୍ଭୁନାଥ ପ୍ରଧାନ, ଶିବ ଡାଙ୍ଗ, ରୁଷି କର୍ଣ୍ଣ, ସଞ୍ଜୟ ପ୍ରଧାନ, ପ୍ରେମାନନ୍ଦ କର୍ଣ୍ଣ ମିଳିତ ସହଯୋଗ ରେ ଶତାଧିକ ମହିଳା ମlନେ ସୁତ ପୁତ ଚିତ୍ତ ରେ ପୂର୍ଣ୍ଣ କଳସ ରେ ଜଳ ଆଣି ଜଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ!ଆଜି ପ୍ରାତଃ ରୁଭଗବାନ ଶ୍ରୀକଷ୍ଣ ଙ୍କ ବାଣୀ ଶ୍ରୀମଦ ଭାଗବତ ୧୧ତମ ନାମ ଜଜ୍ଞ ଅନୁଷ୍ଠିତ ହୋଇଯାଇଛି!ନାମ ଯଜ୍ଞ ସହିତ ଅନ୍ନ ଯଜ୍ଞ, ଘୃତ ଯଜ୍ଞ କରାଯାଇଛି!ଏହି ମହୋତ୍ସବ ରେ ସହ ସହ ଈଶ୍ୱର ପ୍ରେମୀ, ଧାର୍ମିକ ଭକ୍ତ ସମାଗମ ହୋଇଛନ୍ତି!
ଶାନ୍ତିଆନନ୍ଦ ବାବା ମଠ ବୃନ୍ଦାବନ ଠାରେ ୧୧ତମ ଶ୍ରୀମଦ ଭାଗବତ ନାମ ଯଜ୍ଞ ଅନୁଷ୍ଠିତ
ଆଜତକ ଓଡ଼ିଶା
0
Post a Comment