ବାଲ୍ୟବିବାହ ବନ୍ଦ କଲା ପ୍ରଶାସନ


ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ବ୍ଲକ ର ଏ ନ ଏ ସି ରେ ଏବଂ ହରଭଙ୍ଗା ବ୍ଲକ ର ମଥୁରା ଗ୍ରାମରେ ଆୟୋଜିତ ହେବାକୁଥିବା ୨ ଟି ବାଲ୍ୟ ବିବାହ କୁ ବନ୍ଦ କରିବାକୁ ଯାଇଥିଲେ ଶିଶୁ ମଙ୍ଗଳ ସମିତି, ଅଧ୍ୟlପକ, ସାକ୍ଷୀ ଗୋପାଳ ପ୍ରଧାନ, ସୀତାକାନ୍ତ ସାହୁ,ସଦସ୍ୟ, ଶିଶୁ ମଙ୍ଗଳ ସମିତି ଓ ଚାଇଲଡ ଲାଇନ ବୌଦ୍ଧ ର ସଂଯୋଜିକା ବବିନା ନାଏକ ପୋଲିସ ର ସହାୟତା ରେ ଖବର ପାଇ ଯାଇ ବୁଝା ସୁଝା କରି ଥିଲେ । ବାଲ୍ୟ ବିବାହ ର କୁ ପରିଣାମ ଗୁଡିକୁ ମଧ୍ୟ ବୁଝାଇଥିଲେ । ଏହା ପରେ ପିତାମାତା ରାଜି ହୋଇଥିଲେ । ଝିଅ ଟିକୁ ୧୮ ବର୍ଷ ନ ହେବା ପର୍ଯ୍ୟନ୍ତ ବିବାହ ଦେବେନି ବୋଲି ଏକ ଲିଖିତ ଆକାରରେ ଦେଇଥିଲେ । ପରେ ଶିଶୁ ମଙ୍ଗଳ ସମିତିରେ ଝିଅ କୁ ହାଜର କରାଇ ପରବର୍ତୀ ଥଇଥାନ ପାଇଁ ବ୍ୟବସ୍ଥା କରିଥିଲେ

Post a Comment

Previous Post Next Post