ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ଗତକାଲି ରାତି ୦୮ଟା ସମୟରେ ନାମ ସଙ୍କୀର୍ତ୍ତନ ସାରି ନେଡିସାହିଠାରୁ ନିଜ ଗ୍ରାମ ଝାରଖମଣ ଫେରୁଥିବା ବେଳେ ଝାରଖମଣ ଛକ ନିକଟରେ ବିନୋଦ ମଲିକଙ୍କୁ ତାଙ୍କ ସମର୍ଥକଙ୍କୁ ଓ୍ବାର୍ଡସଭ୍ୟ ଭାବରେ ଭୋଟ ଦେଇନଥିବାରୁ ବଚଷା କରିବାସହ ଜାତିଆଣ ଆକ୍ଷେପ କରି ଗୋଟିଏ କାଠଫାଳିଆରେ ବିଜୟ ରଣା ନାମ ଜଣେ ଅସମାଜିକ ଯୁବକ ମରାଣାନ୍ତକ ଆକ୍ରମଣ କରି ରକ୍ତାକ୍ତ କରିଥିବା ଆଜି ହରଭଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତୁରନ୍ତ ଶାନ୍ତିପ୍ରତିଷ୍ଠା ସହ ଦୋଷୀ ବିଜୟ ରଣାଙ୍କୁ ଗିରଫ ପାଇଁ ସାଧାରଣରେ ଦାବୀ ହେଉଛି ।
ଛତ୍ରଙ୍ଗ ଗ୍ରାମପଞ୍ଚାୟତରେ ଭୋଟ ପରବର୍ତ୍ତୀ ହିଂସା
ଆଜତକ ଓଡ଼ିଶା
0
Post a Comment