ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକ କୁମାରୀ ଖେଳପଡିଆରେ ବ୍ଲକ ସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ରେ ପୁରୁଣାକଟକ କୁ ହରାଇ ରାମଗଡ ବିଜୟିଲାଭ କରିଛି!ସୂଚନା ମତେ ଗତକାଲି କୁମାରୀ ଖେଳପଡିଆ ରେ ବ୍ଲକ ସ୍ତରୀୟ ଦିନିକିଆ ରାତ୍ରି ଭଲିବଲ ଟୁର୍ନାମେଣ୍ଟ 8ଗୋଟି ଦଳକୁ ନେଇ ଆୟୋଜିତ ହୋଇଥିଲା!ଏହି ଖେଳରେ ଶେଷ ପର୍ଯ୍ୟାୟ ବା ଫାଇନାଲ ମେଚ ରେ ପୁରୁଣାକଟକ ଓ଼ ରାମଗଡ ମା ବାଉରୀ ଭଲିବଲ ଆସୋଶେଶନ ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା!ଖେଳ ପୁରୁଣା କଟକ କୁ ଦୁଇଟି ସେଟ ରେ ସଂପୂର୍ଣ୍ଣ ପରାଜିତ କରି ରାମଗଡ ଚମ୍ପିୟାନ ହୋଇ ୟୁନର ଟ୍ରଫି ଅକ୍ତିଆର କରିଥିଲା!ରାମଗଡ ଟିମରେ ଜୁନିଅର ଖେଳାଳି ଭବାନୀ ଶଙ୍କର ବାରିକ, ପ୍ରଦୀପ ସେଠି, ବାବୁନା, crp ଯବାନ ନୀଳାଞ୍ଚଳ, ଓ଼ ଅନ୍ୟ ଖେଳାଳି ମନେ ଅଂଶ ଗ୍ରହଣ କରିଥିଲେ।
ପୁରୁଣାକଟକ କୁ ହରାଇ ରାମଗଡ ଚମ୍ପିୟାନ
ଆଜତକ ଓଡ଼ିଶା
0
Post a Comment