କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) : ଆରତୀ ସୁନା ଚଳିତ ୨ଠ୨୨ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ରାଜନୀତି ସରଗରମ ହେବାରେ ଲାଗିଛି । ବଲାଙ୍ଗୀର ଜିଲ୍ଲା ତୁରକେଲା ବ୍ଲକ ଧାମନଡ଼ଙ୍ଗା ଗ୍ରାମ ପଞ୍ଚାୟତ ର ସରପଞ୍ଚ ପଦ ପାଇଁ ନାମାଙ୍କନ ପତ୍ର ଦାଖଳ କରି ଗ୍ରାମ ପଞ୍ଚାୟତ ବିକାଶ ଧାରା ରେ ନିର୍ବାଚନ ହୋଇ ମଇଦାନ କୁ ଓଲାହି ଆସିଛନ୍ତି ଆରତୀ ସୁନା ସେ ସରପଞ୍ଚ ପଦ ପାଇଁ ଖୋଲା ବହି ଚି଼ହ୍ନା ରେ ଗାଁ ଗାଁ ବୁଲି ନିର୍ବାଚନ ଲଢୁଛନ୍ତି ଏବଂ ସେ କହିଛନ୍ତି ମୋ ବିଶ୍ୱାସ ଅଛି ଏଥର ପଞ୍ଚାୟତ ରେ ମୁଁ ଯଦି ସରପଞ୍ଚ ଭାବେ ନିର୍ବାଚନ ହୁଏ ତେବେ ମୋର ଲକ୍ଷ୍ୟ ରହିଛି ଏହି ପଞ୍ଚାୟତ କୁ କେମିତି ଏକ ଆଦର୍ଶ ପଞ୍ଚାୟତ କରିବି ଏବଂ ପଞ୍ଚାୟତ ର ସମସ୍ତ ଭୋଟ ଦାତା ଗୁରୁଜନ ଭାଇ, ଭଉଣୀ ଙ୍କୁ ମୋର ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି ଏଥି ସହ ଓଡ଼ିଶା ସରକାର ଙ୍କ ସମସ୍ତ ବିକାଶ ମୂଳକ କାର୍ଯ୍ୟକ୍ରମ ଙ୍କୁ କିପରି ହିତାଧିକାରୀ ଙ୍କ ନିକଟ କୁ ପହଞ୍ଚାଇ ଏକ ବିକଶିତ ଓ ଏକ ଆଦର୍ଶ ପଞ୍ଚାୟତ ଗଠନ କରିପାରିବି ବୋଲି ସେ ବିବେଚିତ ଲକ୍ଷ୍ୟ ଆପଣଙ୍କ ନିକଟରେ ପ୍ରତିଶୃତି ବଦ୍ଧ ବୋଲି ଜଣାଇଛନ୍ତି ଆରତୀ ସୁନା ।
ଧାମନଡ଼ଙ୍ଗା ଗ୍ରାମ ପଞ୍ଚାୟତ କୁ ଆଦର୍ଶ ପଂଚାୟତ କରିବା ମୋର ଲକ୍ଷ୍ୟ
ଆଜତକ ଓଡ଼ିଶା
0
Post a Comment