ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ଏକଥା ଆମେ କହୁନୁ କହୁଛନ୍ତି ଚଳିତ ପଂଚାୟତ ନିର୍ବାଚନ ରେ ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ ରୁ ସରପଞ୍ଚ ପ୍ରାର୍ଥୀନୀ ଭାବେ ପ୍ରତିଦ୍ବନ୍ଦୀତା କରୁଥିବା ଉଚ୍ଚ ଶିକ୍ଷିତ ରଶ୍ମିତା କ୍ଷେତ୍ତି!ପଂଚାୟତ ର ବହୁଜନ ସମର୍ଥିତ ଏହି ଉଚ୍ଚ ଶିକ୍ଷିତା ଙ୍କ ନିଜର ସ୍ବପ୍ନ ଏକ ନିଆରା!ତାଙ୍କ ମତନୁଯାଇ ପଂଚାୟତ ବାସୀଙ୍କ ଆଶୀର୍ବାଦ, ପଂଚାୟତ ବାସୀଙ୍କ ଏକ ଏକ ଭୋଟ ମାଛ ଚି଼ହ୍ନ ରେ ଆସିବା ପରେ ପରିବର୍ତନ ହେବ ରାମଗଡ ପଂଚାୟତ!ସେ ନିଜେ ଜଣେ ଆଦର୍ଶ ସରପଞ୍ଚ ହେବା ପାଇଁ ନୁହେଁ ରାମଗଡ଼ ପଂଚାୟତ କୁ ଏକ ଆଦର୍ଶ ପଂଚାୟତ ରେ ଗଢ଼ିତୋଳିବା ପାଇଁ ଶପଥ ନେଇଛନ୍ତି!ପ୍ରତି ଗାଁ କୁ ଆଦର୍ଶ ରାସ୍ତା, ଡ୍ରେନ, ଆଲୋକୀ କରଣ, ପ୍ରତି ଘରକୁ ପିଇବା ପାଣି, ରାମଗଡ ହେଡ଼ କ୍ୱାଟର ରେ କଲ୍ୟାଣୀ ମଣ୍ଡପ, ପ୍ରତି ଗାଁ ରେ ଖେଳ ପଡିଆ।
ନିରବ ଛିନ୍ନ ଭାବେ ରହିଥିବା ପଂଚାୟତ ରୁ ଦୁଇଟି ଗାଁ ଉଆଁଳ ଓ଼ ବୈକୁଣ୍ଠ ପୁର କୁ ସ୍ୱତନ୍ତ୍ର ଦୃଷ୍ଟି ପ୍ରଦାନ ସ୍ୱତନ୍ତ୍ର ରାସ୍ତା ର ସଂଯୋଗୀ କରଣ ମୋରି ଲକ୍ଷ୍ୟ, SHG ମା ମାନଙ୍କ ପାଇଁ କ୍ଷୁଦ୍ର କୁଟୀର ଶିଳ୍ପ ମାଧ୍ୟମ ରେ ଆର୍ଥିକ ଉନ୍ନତି, କୃଷି କ୍ଷେତ୍ର ରେ ଅଗ୍ରଣୀ କରିବା! ତେଣୁ ମୁଁ ଆଦର୍ଶ ହେବାପାଇଁ ଚାହେଁନି ରାମଗଡ ପଂଚାୟତ କୁ ଆଦର୍ଶ ପଂଚାୟତ ରେ ଗଢ଼ିତୋଳିବା ପାଇଁ ଚାହେଁ!ତେଣୁ ରାମଗଡ଼ ପଂଚାୟତ ବାସୀଙ୍କୁ ମୋର ବିନୀତ ନିବେଦନ ମୋତେ ସରପଞ୍ଚ ପ୍ରାର୍ଥୀନୀ ଭାବେ ମାଛ ଚି଼ହ୍ନ ରେ ପଂଚାୟତ ବାସି ବିପୁଳ ସଂଖ୍ୟାରେ ମୋହର ମାରି ଜୟଯୁକ୍ତ କରନ୍ତୁ।ଏହା କହୁଛନ୍ତି ଉଚ୍ଚ ଶିକ୍ଷିତା ରଶ୍ମିତା!ଦେଖିବାକୁ ବାକିରହିଲା ନିଜର ସ୍ବପ୍ନ ଓ଼ ପଂଚାୟତ ବାସୀଙ୍କ ଆଶୀର୍ବାଦ ଏବଂ ପଂଚାୟତ ର ଉନ୍ନତି।
Post a Comment