ବ୍ୟବସୟୀ କାର୍ତ୍ତିକ ବେହେରା ଙ୍କ ପିତା ଙ୍କ ବିୟୋଗ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ କୋଇଲିସୂତା ଗ୍ରାମର ଯୁବ ବ୍ୟବସାୟୀ (ବେହେରା ମେଡ଼ିସିନ ଷ୍ଟୋର )କାର୍ତ୍ତିକ ବେହେରା ଙ୍କ ପିତା ଙ୍କ ଆଜି ପରଲୋକ ଘଟିଛି!ସୂଚନା ଅନୁଯାଇ ତାଙ୍କ ପିତା ଜଗନ୍ନାଥ ବେହେରା (୮୨)କିଛି ଦୀନ ପୂର୍ବରୁ କିଡ଼ନୀ ରୋଗରେ ଆକ୍ରାନ୍ତ ଥିଲେ। ଆଜି ସକାଳୁ ହଠାତ ଅସୁସ୍ଥ ଅନୁଭବ କରିଥିଲେ ଓ଼ ପରଲୋକ ହୋଇଥିଲେ!ତାଙ୍କ ବିୟୋଗ ରେପରିବାର ଜନ ସହିତ ଅଂଚଳ ରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଶେଷ କୃତରେ ଏକ ମାତ୍ର ପୁତ୍ର କାର୍ତ୍ତିକ ବେହେରା ମୁଖାଗ୍ନି ଦେବ ସହିତ ତାଙ୍କର ପାଞ୍ଚ ନାତି ଚନ୍ଦନ ବେହେରା, ମଦନ ବେହେରା, ରତନ ବେହେରା, କିରଟି ବେହେରା, ଗୌରୀଶଙ୍କର ବେହେରା ଏବଂ ଗ୍ରାମବାସୀ ସାହାଯ୍ୟ ସହଯୋଗ କରିଥିଲେ।

Post a Comment

Previous Post Next Post