ହରଭଙ୍ଗା,(ସଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ୯ନଂ ଜିଲ୍ଲାପରିଷଦ ଜୋନର ଆଜି ବୁଲୁରା, ଅଡ଼େନିଗଡ, କୁଶଙ୍ଗ, ମହାଲ୍ଲିକପଡା ଠାରେ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ୯ନଂ ଜୋନ୍ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀନୀ ପ୍ରଭାସିନୀ ଦାସ ଉପସ୍ଥିତ ରହି ଆଗାମୀ ପଂଚାୟତ ନିର୍ବାଚନରେ ନିଜ ଦଳୀୟ ପ୍ରତିଦ୍ବନ୍ଦୀ ମାନଙ୍କୁ ବହୁ ସଂଖ୍ୟlରେ ଭୋଟ ଦେଇ ଜୟଯୁକ୍ତ କରିବାକୁ କର୍ମୀ ମାନେ ଅନୁରୋଧ କରିଥିଲେ। ବୈଠକ ରେ ବୌଦ୍ଧ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଂଜନ ନାୟକ, କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନଙ୍କ ସହିତ ପର୍ଯ୍ୟବେକ୍ଷକ ନିତ୍ୟାନନ୍ଦ ଭୋଇ ଓ ବହୁ ବିଜେଡି ଦଳୀୟ କର୍ମି ଉପସ୍ଥିତ ରହିଥିଲେ ।
୯ନଂ ଜୋନ ବିଜେଡି କର୍ମୀଙ୍କ ସମ୍ମିଳନୀ
ଆଜତକ ଓଡ଼ିଶା
0
Post a Comment