ତିଲେଶ୍ୱର ରବିବାର ସାପ୍ତାହିକ ହାଟ ବନ୍ଦ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ଆଜି ବହୁପୁରାତନ ରବିବାର ସାପ୍ତାହିକ ହାଟ ବନ୍ଦ କରାଯାଇଥିବାର ଜଣା ପଡିଛି।ଖବର ଅନୁଯାଇ କରୋନା -19ର ପ୍ରଭାବରେ ବନ୍ଦ ଥିବା ହରଭଙ୍ଗା ବ୍ଲକ ର ତିଲେଶ୍ୱର ସାପ୍ତାହିକ ରବିବାର ହାଟ ବନ୍ଦ ଥିଲା।କରୋନା କଟକଣା କିଛି ମାତ୍ରାରେ କୋହଳ ହେବାରୁ ଏଇ ଦୁଇମାସ ପୂର୍ବରୁ ପୁଣି ହାଟ ଆରମ୍ଭ ହୋଇଥିଲା।କିନ୍ତୁ ହାଠାତ ଆଜି ପୋଲିସ ଦ୍ୱାରା ଏହି ରବିବାର ସାପ୍ତାହିକ ହାଟ ବନ୍ଦ କରାଯାଇଛି।ବହୁ ଦୂରଦୂରାନ୍ତରୁ ଆସିଥିବା ବେପାରୀ ଓ ଗ୍ରାହକ ଏହି ହାଟ ବନ୍ଦ ହେବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି।ଆଗାମୀ ଦିନରେ ଏହି ହାଟ ବନ୍ଦ ହେବ ନା ଖୋଲିବ ତାହା ଜଣାପଡ଼ିନାହିଁ।

Post a Comment

Previous Post Next Post