ହରରଭଙ୍ଗା,(ସୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକ ବଜେପି କାର୍ଯ୍ୟାଳୟ ଠାରେ ମଣ୍ଡଳ ସଭାପତି ବାମନ ବାରିକ ଙ୍କ ଅଧ୍ୟକ୍ଷତାରେ ଆଜି ସୁଶାସନ ଦିବସ ଅବସରରେ ଏକ ସାଧାରଣ ସଭା କାର୍ଯ୍ୟ ଅନୁଷ୍ଠିତ ହେଇଯାଇଛି । ଉକ୍ତ ବୈଠକ ରେ ବରିଷ୍ଠ କାର୍ଯ୍ୟକର୍ତା ମାଗୁଣି ଗାଇଗଉରିଆ, ରବୀନ୍ଦ୍ର ପ୍ରଧାନ, ସଂଗ୍ରାମ ବେହେରା, ଗରୁଡ଼ ପ୍ରଧାନ, ସନ୍ତୋଷ ପ୍ରଧାନ, ଜୟଦେବ କର୍ଣ, ବୃନ୍ଦାବନ ଦନ୍ତା, ସୁବାଷ କୁ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।ବୈଠକ ଶେଷରେ ମକୁନ୍ଦ କଂହର ଙ୍କୁ ପୁରୁଣା କଟକ ମଣ୍ଡଳ ର ହରିଜନ ମୋର୍ଚ୍ଚା ର ସଭାପତି ଘୋଷଣା କରାଯାଇଥିଲା।
ସୁଶାସନ ଦିବସ ଅବସରରେ ହରଭଙ୍ଗା ବ୍ଲକ ବିଜେପି କର୍ମ କର୍ତ୍ତା ଙ୍କ ସାଧାରଣ ବୈଠକ
ଆଜତକ ଓଡ଼ିଶା
0
Post a Comment