ମାଓ କ୍ୟାମ୍ପ ରେ ଏସ୍ଓଜି ଓ ସିଆର୍‌ପିଏଫ୍ ପକ୍ଷରୁ ମିଳିତ ଚଢ଼ାଉ

 


ନୂଆପଡ଼ା:(ଆଜତକ୍ ଓଡ଼ିଶା)ବୋଡେନ୍ ବ୍ଲକ ପାଟଧରା ସଂରକ୍ଷିତ ଜଙ୍ଗଲରେ କୋକଟିଆମ ଗାଁ ନିକଟରୁ ମାଓ କ୍ୟାମ୍ପ ଠାବ, ୨ଟି ଟିଫିନ୍ ବୋମା ସହ ବିପୁଳ ମାଓ ସାମଗ୍ରୀ ଜବତ; ଡିଭିଏଫ୍, ଏସ୍ଓଜି ଓ ସିଆର୍‌ପିଏଫ୍ ପକ୍ଷରୁ ହୋଇଥିଲା ମିଳିତ ଚଢ଼ାଉ ।

Post a Comment

Previous Post Next Post