ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) :ହରଭଙ୍ଗା ବ୍ଲକ ବିରନରସିଂ ପୁର ଠାରେ ଦେବଗଡ଼ ଆର ଆଇ ସୋନାଲି ବିଶି ଓ ବିରନରସିଂପୁର ଆର.ଆଇ. ଜୟନ୍ତ ନାୟକ ଙ୍କ ମିଳିତ ଉଦ୍ୟମ ରେ ୪୯ଜଣ ଭୂମିହୀନ ଚାଷୀ ଙ୍କୁ ପଟାବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲା ପାଳ ବୌଦ୍ଧ ବବିତାରାଣୀ ଦଳବେହେରା, ହରଭଙ୍ଗା ତହସିଲଦାର ଦାର ଶମ୍ଭୁ ପ୍ରସାଦ ମିଶ୍ର, ଅତିରିକ୍ତ ତହସିଲଦାର ହରିଓମ ଭୋଇ, ସୁପର ଭାଇଜର ନିଶିକାନ୍ତ ମେହେର ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଟିକୁ ସଫଳ ରୂପାୟନ କରିଥିଲେ।

Post a Comment