କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) : ଜେଏମଜେ ସ୍କୁଲ କଣ୍ଟାବାଞ୍ଜି ତରଫରୁ କ୍ରିସମସ ଉପଲକ୍ଷେ କଣ୍ଟାବାଞ୍ଜି ସବଜେଲ ପରିସର ରେ ସ୍ଵତନ୍ତ୍ର ଭାବେ କାର୍ୟ୍ଯକ୍ରମ ଅନୁଷ୍ଠିତ ହୋଇଥିଲା କଣ୍ଟାବାଞ୍ଜି ସବଜେଲର ବିକାଶ ଲତା ବାରୁ ଙ୍କ ସଭାପତିତ୍ୱ ରେ କ୍ରିସମସ ଉତ୍ସବ ପାଳନ କରାଯାଇଛି ଜେଏମଜେ ସ୍କୁଲ ର ପ୍ରିନ୍ସିପାଳ ଏସ ଆର କିରଣ, ପ୍ରମୁଖ ଏସ ଆର ରାନୀ, ଶର୍ମିଳା, ସରୋଜନୀ, ସହିତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ, ଜେଲ ପରିସର ରେ ପ୍ରାର୍ଥନା କରା ଯାଇଥିଲା ଏବଂ ଅନ୍ତବାସୀ ମାନ ଙ୍କୁ ମିଠା, ଅନ୍ୟ ଖାଦ୍ୟ ସାମଗ୍ରୀର ବଣ୍ଟନ କରା ଯାଇଥିଲା, ଏବଂ ଅନ୍ତବାସୀ ମାନେ ଭଗବାନ ଯୀଶୁ ଙ୍କ ପ୍ରେରଣା କୁ ଅନୁଗ୍ରହ କରି ଜୀଵନ ରେ ଭଲ କାମ କରିବା ପାଇଁ ଶପଥ ନେଇଥିଲେ, ସମସ୍ତ ଅନ୍ତବାସୀ ମଧ୍ୟରେ ଖୁସି ଦେଖିବାକୁ ମିଳିଥିଲା।
Post a Comment