ନେହେରୁ ଯୁ କେନ୍ଦ୍ର ସୋନପୁର ତରଫରୁ ବର୍ଷା ଜଳ ସଂଗ୍ରହ ସଚେତନତା ଶିବିର ଅନୁଷ୍ଠିତ

 


ସୋନପୁର,(ଆଜତକ୍ ଓଡ଼ିଶା) ନେହେରୁ ଯୁବା କେନ୍ଦ୍ର ସୋନପୁର ତରଫରୁ ଆଜି ଆଞ୍ଚଳିକ ମହାବିଦ୍ୟାଳୟ ସିଂଢୋଲ ଠାରେ ବୀର ସୁରେନ୍ଦ୍ର ସାଏ କ୍ଲବ ଆନୁକୂଲ୍ୟରେ ବର୍ଷା ଜଳ ସଂଗ୍ରହ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମ ରେ କଲେଜ ର ଅଧ୍ୟକ୍ଷ ଶିଶିର କୁମାର ଦାସ ଉଦଘାଟନ କରିଥିବା ବେଳେ ସନମାନିତ ଅତିଥି ଭାବେ ଯୁକ୍ତ ତିନି ଅଧ୍ୟକ୍ଷ ପବିତ୍ର ବାରିକ, ଅଧ୍ୟାପକ ନାରାୟଣ ବଗର୍ତି, ସରୋଜ କୁମାର ଆଚାର୍ଯ୍ୟ, ଶଶୀନ୍ଦ୍ର ଭୁକ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସ୍ବେଚ୍ଛାସେବୀ ଶମ୍ଭୁରାଜ କର୍ଣ୍ଣ ସ୍ବାଗତଂ ଭାଷଣ ପ୍ରଦାନ କରିଥିଲେ ନେହେରୁ ଯୁବା କେନ୍ଦ୍ର ସୋନେପୁର ର ସ୍ବେଚ୍ଛାସେବୀ ହୃଷିକେଶ ଦେହେରି ଏଥିରେ ପ୍ରଶ୍ନତ୍ତର କାର୍ଯ୍ୟକ୍ରମ ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ପ୍ରତିମା ଭୁକ୍ତା, ଦ୍ଵିତୀୟ ସ୍ଥାନ ହାସଲ କରିଥିଲେ ମଧୁନୀ ବର୍ଲା, ତୃତୀୟ ହୋଇଥିଲେ ଇତିଶ୍ରୀ ଭୋଇ ଏହି ଅବସରରେ ଛାତ୍ର ଛାତ୍ରୀଙ୍କୁ ଜଳ ଶପଥ କରାଯାଇଥିଲା ଶେଷରେ ଧବଳେଶ୍ୱର ଭୁକ୍ତା ଧନ୍ୟବାଦ ଦେଇଥିଲେ ।


Post a Comment

Previous Post Next Post