କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ସିନ୍ଧେକେଲା ଯୀଶୁ ଖ୍ରୀଷ୍ଟଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଯିତ ଉତ୍ସବରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଳୁଜା ମୁଖ୍ଯ ଅତିଥି ଭାବେ ଯୋଗଦେଇ ବଠର୍ଲା ଓ ଝଲପ ଚର୍ଚ୍ଚ କୁ ପହଞ୍ଚି ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କ ସହ ମିଶି ଜୟନ୍ତୀ ପାଳନ କରି କେକ କାଟି ଥିଲେ । ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଲାନାଥ ବେହେରାଙ୍କ ସହ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

Post a Comment