ସାଂସଦ ପାଣ୍ଠି ଦ୍ଵାରା ବିଭିନ୍ନ ପଞ୍ଚାୟତ ରେ ଉଜ୍ଜଳ ଆଲୋକ ବ୍ୟବସ୍ଥା କରାଯାଇଛି ।

ରିପୋର୍ଟର : ଜିଲ୍ଲା ପ୍ରତିନିଧି ପ୍ରଭାକର ମଲ୍ଲିକ

ବାଲେଶ୍ବର,(ଆଜତକ୍ ଓଡ଼ିଶା) ସାଂସଦ ଙ୍କ ପାଣ୍ଠିରୁ ବିଭିନ୍ନ ପଞ୍ଚାୟତ ରେ ଉଜ୍ୱଳ ଆଲୋକ  ଲୋକାର୍ପିତ କରାଯାଇଛି ଯଥା ମଥାନି ପଚାୟତ ପେଗରପଡା, ସଦାନନ୍ଦପୁର ବାଉଁଶମୁଖା,ମୁକୁଲୁସି ପଞ୍ଚାୟତ କୁଛୁଳି,ସିଂଳା ପଞ୍ଚାୟତ ବନ୍ତୁଳି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ଦ୍ୱାରା ଲୋକାର୍ପିତ କରାଯାଥିଲା ଏଥିରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଜିଲ୍ଲା ଉପସଭାପତି ପ୍ରଦୀପ ପଣ୍ଡା, ବସ୍ତା ମଣ୍ଡଳ ସଭାପତି ରଞ୍ଜନ ମହାନ୍ତି, ସାହାଡ଼ା ମଣ୍ଡଳ ଦେବବ୍ରତ ନନ୍ଦ, ଜିଲ୍ଲା ମୋର୍ଚା ସମ୍ପାଦକ ଖଗେନ୍ଦ୍ର ନାୟକ, ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦକ ସୁଯ୍ୟ ନାରାୟଣ ସାହୁ, ବସ୍ତା ମିଡ଼ିଆ ସେଲ ଦିବାକର ରାଉତ, ମଣ୍ଡଳ ଯୁବ ସଭାପତି ଧିରେନ ସେଠି, ବସ୍ତା ଯୁବ ନେତା ଆକାଶ ବେହେରା, ତପନ ପାତ୍ର ଦିଲୀପ ପଣ୍ଡା, ଉମାକାନ୍ତ ବେଚ, ବ୍ରାହ୍ମଣଦା ସଭାପତି କମଳା କାନ୍ତ ବେହେରା, ରବୀନ୍ଦ୍ର ରାଉଳ ପ୍ରମୁଖ ଉପସ୍ଥିତ ରହିଥିଲେ ।


Post a Comment

Previous Post Next Post