କଣ୍ଟାମାଳ,(ଆଜତକ୍ ଓଡ଼ିଶା) କଣ୍ଟାମାଳ ବ୍ଲକ ମଲିକୁଦ ତେଲନଦୀ କୂଳରେ ଓଡିଶା ସାମ୍ବାଦିକ ସଂଘ ବୌଦ୍ଧ ଜିଲ୍ଲା ଶାଖାର ସଭାପତି ପୂର୍ଣ୍ଣ ଚରଣ ସାହୁଙ୍କ ସଭାପତିତ୍ତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ଭୁବନେଶ୍ବର ଠାରେ ଡିସେମ୍ବର ମାସରେ ହେବାକୁ ଥିବା ରାଜ୍ୟ ସମାବେଶରେ ଯୋଗଦେବା ପାଇଁ ଆଲୋଚନା ହେବା ସହ ସାମ୍ବାଦିକ ମାନଙ୍କ ଅକାଳ ମୃତ୍ୟୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ଲକ୍ଷ ଟଙ୍କା ସହାକ୍ଷତା ରାଶି ଦେବାକୁ ଦାବି ହୋଇଥିଲା । ଏଥିରେ ସଂଘର ସମ୍ପାଦକ ଭାଗବତ ମେହେର, ବରିଷ୍ଠ ସଦସ୍ୟ ଦିବ୍ଯଶଙ୍କର ରାଉତ, ଯୁଗଲ କିଶୋର ସାମଲ, ରାଜ୍ୟ କାର୍ଯ୍ଯକିରିଣୀ ସଦସ୍ଯ ସୁକାନ୍ତ ପଟ୍ଟନାୟକ, ସୁଶାନ୍ତ ବେହେରା, ସହ ସଂପାଦକ ବଂଶୀଧର ମାଝୀ, ଦିବ୍ଯରଞ୍ଜନ ପଟ୍ଟନାୟକ, ବାସୁଦେବ ସାହୁ, ସତ୍ଯନାରାୟଣ ପାଣି, ଅନନ୍ତ ଖମାରୀ, ଦେବାଶିଷ ମଲିକ, ଅକୃର ସାହୁ, ରଞ୍ଜନ କୁମାର ପାତ୍ର ପ୍ରମୁଖ ସଦସ୍ଯ ଯୋଗ ଦେଇ ଆଲୋଚନାରେ ଭାଗନେଇଥିଲେ ।
କଣ୍ଟାମାଳ ଠାରେ ଓଜେୟୁ ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ବୈଠକ
ଆଜତକ ଓଡ଼ିଶା
0
Post a Comment