ଆଜତକ୍ ଓଡ଼ିଶା : ଏସ ପତ୍ରାପାଳି ଗାଁରେ ଯୁବ ମହାସଂଘ ପ୍ରତିଷ୍ଠା ସପ୍ତାହ ପାଳନ ରେ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ଯୁବ ମହାସଂଘ ର ମହେଶ ରଞ୍ଜନ ପୁରୋହିତ ସ୍ବାଗତଂ ଭାଷଣ ରଖିଥିଲା ବେଳେ ମଞ୍ଚ ପରିଚାଳନା କରିଥିଲେ ପ୍ରକୃତି ବନ୍ଧୁ ଶମ୍ଭୁରାଜ କର୍ଣ୍ଣ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ସିଂଢୋଲ ବନପାଳ ଗୋପନ ପଣ୍ଡା, ଟିମ ଲିଡର ପଦ୍ମଲୋଚନ ଯୋଶୀ, ଉନ୍ନୟନ ଅଧିକାରୀ ବିଶ୍ଵମୋହନ ପୁରୋହିତ ପ୍ରମୁଖ ସାମିଲ ହୋଇ ଜଙ୍ଗଲ ସୃଷ୍ଟି ଓ ତାର ସୁରକ୍ଷା ପ୍ରତେକ ନାଗରିକ ର କର୍ତବ୍ୟ ଓ ସାମାଜିକ ଅଧିକାର ହେବା ଆବଶ୍ୟକ ଳ
କାର୍ଯ୍ୟକ୍ରମ ରେ ଆଗନୱାଡି ଶାନ୍ତିଲତା ସାହୁ, ଜାତୀୟ ଯୁବ ସ୍ବେଚ୍ଛାସେବୀ ଧବଳେଶ୍ୱର ଭୁକ୍ତା, ନେହେରୁ ଯୁବ କେନ୍ଦ୍ର ର ହୃଷିକେଶ ଦେହେରି ସୁଶୀଲ ଥାଟି, ତୁଫାନ ରଥ ପ୍ରଭୁତି ସାମିଲ ଥିଲେ
Post a Comment