ଖଇରା ସମାଜ ର ନୂତନ ଗୃହ ଉଦଘାଟନ ଉତ୍ସବ


ରିପୋର୍ଟର//ସୁଶାନ୍ତ କୁମାର ବେହେରା

ହରଭଙ୍ଗା,(ଆଜତକ୍ ଓଡ଼ିଶା)ଆଜି ହରଭଙ୍ଗା ବ୍ଲକ ବଡ଼ବନ୍ଧ ଠାରେ ଅପରାହ୍ନ ୩ଘଣ୍ଟା ସମୟରେ ଖଇରା ସମାଜ ର   ନୂତନ  ଗୋଷ୍ଠୀ ଗୃହ ମାନ୍ୟବର ବିଧାୟକ ଙ୍କ ଦ୍ଵାରା  ଉଦଘାଟନ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେବୌଦ୍ଧ ବିଧାୟକ ପ୍ରଦୀପ ଅମାତ ମୁଖ୍ୟଅତିଥି, ବୌଦ୍ଧ  ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ  ଆବାହକ ସତ୍ୟ ନାରାୟଣ ନାୟକ , ସଭାପତି ବନମାଳୀ ନାୟକ । ସ୍ଥାନୀୟ ସରପଞ୍ଚ ବିଷୁ ଜାନୀ । ସମିତି ସଭ୍ୟ ସୁଶାନ୍ତ କୁମାର ପ୍ରଧାନ । ଜିଲ୍ଲା ପରିଷଦ ଉପାଧ୍ୟକ୍ଷ୍ୟ  ଅକୁର ସେଠୀ,  ସନ୍ତୋଷ , କୃଷ୍ଣ ଇତ୍ୟାଦି ଏହି କାର୍ଯ୍ୟକ୍ରମ ରେ ସମାଜ ର ବହୁ ପୁରୁଷ ଓ ମହିଳା  ଯୋଗ ଦେଇଥିଲେ।



Post a Comment

Previous Post Next Post