କଂଟାବାଞ୍ଜି, (ଆଜତକ୍ ଓଡ଼ିଶା): କଂଟାବାଞ୍ଜି ରେଡ ନମ୍ବର ୩ ସ୍ଥିତ ଆରୋଗ୍ୟମ ମେଡିକାଲ ଠାରେ ପ୍ରେସ କ୍ଲବ ପକ୍ଷରୁ ନିଶୁଚ୍ଛ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହେବ । ଏସ.ଡି.ସି ଚକ୍ଷୁ ଚିକିତ୍ସାଳୟ ଟିଟିଲାଗଡ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ କଂଟାବାଞ୍ଜି ତଥା ଆଖପାଖ ଅଂଚଳର ଲୋକ ସାମିଲ ହୋଇ ନିଶୁଳ୍କ ଚିକିତ୍ସାର ଲାଭ ଉଠାଇବାକୁ ଲୋକଙ୍କୁ ସଚେତନ କରାଯାଉଛି। ଚଳିତ ମାସ ୧୫ ତାରିଖ ସକାଳ ୯ ଟା ସମୟରୁ ସଂନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଏହି ଶିବିର ଚାଲୁ ରହିବ । ତେବେ ଯଦି କୌଣସି ଲୋକ ଏହି ଶିବିରକୁ ନେଇ କିଛି ଜାଣିବାକୁ ଇଚ୍ଛା ହେଲେ ସେ ଏହି ଶିବିରର ଆବାହକ ତଥା ପ୍ରେସ କ୍ଲବ ସଭାପତି ପ୍ରଭଜିତସିଂ ସାଲୁଜା (୯୯୩୭୬୨୧୬ ୨ ୦ ) , ଉପସଭାପତି ରଶ୍ମି ରଂଜନ ପୁଟେଲ (୯୯୩୮୫୯୬୫୯୫) ମନୋଜ ଶର୍ମା ( ୯୪୩୯୨୭୭୪୫୧), ସହ ସଂପାଦକ ଦିପକ କୁମାର ଦାସ ୟାଦବ ( ୯୪୩୯୦୨୮୧୮୯) କାର୍ଯ୍ୟକାରି ସଦସ୍ୟ ଯୁଗଲ କିଶୋର ଶବର ( ୯୯୩୮୮୬୩୯୨୩), ଲି ମାଁଇ ଚରଣ ମହତ (୯୩୩୭୩୦୦୨୩୫), ବିସିକେଶନ ମାଝୀ ( ୮୦୧୮୩୦୭୩୪୯ ) ନମ୍ବରରେ ଯୋଗାଯୋଗ କରିପାରିବେ ଅନ୍ୟ ପକ୍ଷରେ ଆରୋଗ୍ୟମ ମେଡିକାଲ ହେଲ୍ହ ଲାଇନ ନମ୍ବର ୭୬୮୪୯୬୫୩୯୨ ରେ ମଧ୍ୟ ଯୋଗାଯୋଗ କରି ପାରିବେ ।

Post a Comment