ରିପୋର୍ଟର : ସୁଶାନ୍ତ କୁମାର ବେହେରା
ହରଭଙ୍ଗା : (ଆଜତକ୍ ଓଡ଼ିଶା) ଗତ ୨୮/୧୧ରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଜୋନ ବ୍ରାହ୍ମଣ ସମାଜ ର ସଭାପତି ଅଭିମନ୍ୟୁ ହୋତା ଙ୍କ ସଭାପତିତ୍ୱ ରେ ଏକ ସାଧାରଣ ବୈଠକ ବଦଲା ମଠ ଠାରେ ଅନୁଷ୍ଠିତ ହୋଇଯାଇଛି!ଉକ୍ତ ବୈଠକ ରେ ଜିଲ୍ଲା ସ୍ତରୀୟ ସମ୍ପାଦକ ଦେବାଶିଷ ପୁରୋହିତ ଓ ତାଙ୍କ ସହଯୋଗୀ ସିଦ୍ଧେଶ୍ୱର ଯୋଗୀ ଉପସ୍ଥିତ ରହି ବ୍ରାହ୍ମଣ ସମାଜ ର ଉନ୍ନତି ଓ ସୁଦୃଢ଼ୀ କରଣ ଏବଂ ଜନହିତକର କାର୍ଯ୍ୟକ୍ରମ କରାଯିବ ଉପରେ ଆଲୋକପାତ କରିଥିଲେ!ଉପଦେଷ୍ଟା ସୁଧାଂଶୁ ଶେଖର ଆଚାର୍ଯ୍ୟ, ସଂଯୋଜକ ବୀରକିଶ୍ୱର, ସହ ସମ୍ପାଦକ ଅମୁଲ୍ୟ ମିଶ୍ର,, ସଦସ୍ୟ -ବିନୋଦ ପାଢ଼ୀ ଆନନ୍ଦ ପଣ୍ଡା, ନିରଞ୍ଜନ ମିଶ୍ର, ବିଜ୍ଞାନ ପଣ୍ଡା, ଙ୍କୁ ବୈଠକ ରେ ସର୍ବ ସମ୍ମତି କ୍ରମେ ପଦାଧିକାର ଦିଆଯାଇଥିଲା!କୃଷ୍ଣ ଚନ୍ଦ୍ର ପଣ୍ଡା, ନବୀନ ପଣ୍ଡା, ପ୍ରତାପ ଦାସ, ରଜତ ମହାପାତ୍ର, ଜିତେନ୍ଦ୍ର ହୋତା, ଅବଧୂତ ପାଢ଼ୀ, କୀର୍ତି ପାଢ଼ୀ, ବଂଶୀଧର ପଣ୍ଡା, ଦିବାକର ଆଚାର୍ଯ୍ୟ, ଶଶୀ ଷଡ଼ଙ୍ଗୀ, ନିରାକାର ପଣ୍ଡା, ଅଭୟ ହୋତା, ସମେତ ଅନ୍ୟlନ୍ୟ ସଦସ୍ୟ ଏହି ବୈଠକ ରେ ଉପସ୍ଥିତ ରହିଥିଲେ।
Post a Comment