ରିପୋର୍ଟର//ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର ଓ ସୁଶାନ୍ତ ବେହେରା
କଣ୍ଟାମାଳ,(ଆଜତକ୍ ଓଡ଼ିଶା) ମନମୁଣ୍ଡା ଭାଲିଆପଦର ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ମହାକୁଡ଼ଙ୍କ ସଭାପତିତ୍ତ୍ଵରେ ଏଜ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସମ୍ପାଦକ କାନ୍ହୁ ଚରଣ ମେସୁଆ ବିବରଣୀ ପଠନ କରିଥିଲେ । ପୂର୍ବ ରାଜ୍ୟସଭାପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ନୂତନ ସଭାପତି ଭାବେ ରମଣୀ ରଞ୍ଜନ ପ୍ରଧାନଙ୍କୁ ସର୍ବ ସଂମ୍ମତି କ୍ରମେ ମନୋନୀତ କରାଯାଇଥିଲା । ବିଭିନ୍ନ ଆଲୋଚନାରେ ପୂର୍ବ ଜିଲ୍ଲା ସଭାପତି ବିଶିକେସନ ପ୍ରଧାନ, ବାମଣ୍ଡା କେନ୍ଦ୍ର ସଭାପତି ଗରୁଡ଼ଧ୍ଵଜ ପ୍ରଧାନ, ରାଜ୍ୟ ପ୍ରତିନିଧି ସୁଦାମ ଖମାରୀ, କୃଷ୍ଣଚନ୍ଦ୍ର କମ୍ପ, ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଏହି ବୈଠକ ଭାଲିଆପଦର କେନ୍ଦ୍ର କର୍ମକର୍ତ୍ତା ଆୟୋଜନ କରିଥିବାର ସୂଚନା ମିଳିଛି।
Post a Comment