ରିପୋର୍ଟର : ସୁଶାନ୍ତ କୁମାର ବେହେରା ଓ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର
ବୌଦ୍ଧ,(ଆଜତକ୍ ଓଡ଼ିଶା).ବୌଦ୍ଧ ଜିଲ୍ଲା ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମ ପୁର ପଂଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାରତ ମେହେରଙ୍କ ଆନୁକୂଲ୍ୟରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଉକ୍ତ ସଭାରେ ସଂଗ୍ରାମପୁର ମ.ଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଜିତ କୁମାର ମେଣ୍ଡିଲି ଚାଚା ନେହେରୁ ଙ୍କ ସୃତି ଚାରଣ କରିବା ସହ ଶିଶୁ ମାନଙ୍କ ପ୍ରତିଥିବା ଗୁରୁ ଦାୟିତ୍ୱ ସମ୍ବନ୍ଧରେ ବୌଦ୍ଧିକ ରଖିଥିଲେ । ଏଥିସହ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ପ୍ରକାଶ ସାହୁ, ଉଗ୍ରେସନ ବେହେରା, ବସନ୍ତ ପ୍ରଧାନ , କ୍ରୀଡା ଶିକ୍ଷକ ନୟନ ମହାନ୍ତି , ଅରୁଣ ପ୍ରଧାନ, ପ୍ରତାପ ସାହୁ , ନାରାୟଣ ଡାଙ୍ଗ, ଶ୍ରଦ୍ଧାକର ବେହେରା ଦୁଃଶାସନ ସେଠୀ, ଗୋବିନ୍ଦ ପ୍ରଧାନ ଚାଚା ନେହେରୁ ଙ୍କ ଏକ ଗୀତ ଗାନ କରି ଧନ୍ୟବାଦ ଦେଇଥିଲେ ।
Post a Comment