ରିପୋର୍ଟର : ସୁଶାନ୍ତ କୁମାର ବେହେରା
ହରଭଙ୍ଗା,(ଆଜତକ୍ ଓଡ଼ିଶା) ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣାକଟକ ରେ ଇଂରାଜି ବିଭାଗ ରେ ସ୍ୱାଗତ ସମର୍ଦ୍ଧନା ସହ ଆନ୍ତ ବିଦ୍ୟାଳୟ ରେ ଇଂରାଗୀ ପାଠ୍ୟ ଚକ୍ର ଅନୁଷ୍ଠିତ ହୋଇଅଛି !ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ରେ ଚଳିତ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା!ଏହି ସମ୍ବର୍ଦ୍ଧନା ଉତ୍ସବ ରେ ମହାବିଦ୍ୟାଳୟ ର ଅଧକ୍ଷ୍ୟ ଡ଼ା. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ହରଭଙ୍ଗା ବ୍ଲକ ଅଧକ୍ଷ୍ୟ ବିଶ୍ୱଜିତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ!ଉକ୍ତ ଉତ୍ସବ ରେ ପୁରାତନ ଛାତ୍ର ଛାତ୍ରୀ ଙ୍କୁ ମହାବିଦ୍ୟାଳୟ ରେ ସମ୍ବର୍ଦ୍ଧନା ଦିଆଯାଇଥିଲା!ଇରାଜୀ ସାମ୍ମନ ପରୀକ୍ଷାରେ ସଫଳ ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା!ଏହି ପୁରସ୍କାର ର ସମସ୍ତ ରାଶିକୁ ଡ଼ା. ବିଛନ୍ଦ କୁମାର ପ୍ରଧାନ ପ୍ରଧାନ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ର ଇଁରାଜୀ ବିଭାଗ, ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣାକଟକ ର ଇଁରାଜୀ ସମ୍ମାନ ବିଭାଗ ର ସହଯୋଗ ରେ ଏକ ଅନ୍ତଃ ଇଁରାଜୀ ପଠ ଚକ୍ର କରାଯାଇଥିଲା!ବୌଦ୍ଧ ମହାବିଦ୍ୟାଳୟ ର ପ୍ରାୟ ୨୫ଜଣ ଛାତ୍ର ଛାତ୍ରୀ ଓ ଭୈରବୀ ମହାବିଦ୍ୟାଳୟ ର ଇଁରାଜୀ ସମ୍ମାନ ଉତ୍ସବ ରେ ୪୫ଜଣ ଛାତ୍ର ଛାତ୍ରୀ ଯୋଗ ଦେଇ ପ୍ରାୟ ୧୫ଟି ସନ୍ଦର୍ଭ କୁ ପଠନ କରିଥିଲେ!ଉକ୍ତ ପଠ ଚକ୍ର ରେ Shakespearean trajedy and modern trajedy ଉପରେ ଆଲୋଚନା କରାଯାଇଥିଲା!ମୁଖ୍ୟ ଆଲୋଚକ ଭାବରେ ଡ଼ା. ପ୍ରଭାତ ଚନ୍ଦ୍ର ମିଶ୍ର, ପ୍ରଣତି ମିଶ୍ର, ଡ଼ା.ବସନ୍ତ ପଟ୍ଟନାୟକ, ଅଧ୍ୟାପକ ଲଷ୍ମଣ ମେହେର, ସଂଜୀବ ନାୟକ, ଅଧକ୍ଷ ରବିନାରାୟଣ ଗୁରୁ, ଅଧ୍ୟାପିକା ବେନଜିର, ଓ ଶୁଭଙ୍କରି ମାଡାମ ଯୋଗଦେଇ ଥିଲେ!ସର୍ବ ଶେଷରେ ଇଁରାଜୀ ବିଭାଗ ର ମୁଖ୍ୟ ଡ଼ା
. ପ୍ରମୋଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ!ସୁନିତା ପାଢ଼ୀ ଓ ପ୍ରଦୀପ୍ତି ପ୍ରଧାନ ଉକ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ!
Post a Comment