ଭାଲୁମୁଣ୍ଡା(ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଶ୍ରୀସତ୍ୟସାଇ ଭଜନ ମଣ୍ଡଳୀ ତରଫରୁ ଆଜି ୯୬ ତମ ଜନ୍ମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସଵ ରେ ଭାଲୁମୁଣ୍ଡା ର ଶତାଧିକ ସାଇଁ ଭକ୍ତ ଉପସ୍ଥିତ ରହି ଜନ୍ମ ଦିବସ ପାଳନ କରି ପରେ ବାବାଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା। ଏହି ଉତ୍ସବରେ ୨୦ ଜଣଙ୍କୁ କମଳ ବଣ୍ଟନ ସହ ନାରାୟଣ ସେବା ଏବଂ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ କରାଯାଇଥିଲା । ସାଇଁ ମଣ୍ଡଳୀର ବ୍ରଜେନ୍ଦ୍ର ସାହୁ ଙ୍କ ସହିତ ପରେସ ସାହୁ , ପ୍ରଶାନ୍ତ ସାହୁ ,ଭବ ସାଗର ମେହେର, ନରେଶ ମେହେର, ନୂଆଦେଇ ସାହୁ ସହିତ ଭାଲୁମୁଣ୍ଡା ର ସତ୍ୟସାଇ ଭଜନ ମଣ୍ଡଳୀର ସମସ୍ତ ଭକ୍ତ ଉପସ୍ଥିତ ଥିଲେ।

Post a Comment