୬ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନୀ ଅନୁଷ୍ଠିତ


ରିପୋର୍ଟର//ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର

 ବୌଦ୍ଧ,(ଆଜତକ୍ ଓଡ଼ିଶା) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ  ବିଲାସପୁର ଗ୍ରାମ ପଞ୍ଚାୟତ ର ନରସିଂହପୁର ଗ୍ରାମରେ ଜୟ ଦୁର୍ଗା କ୍ରିକେଟ୍ କ୍ଲବ ତରଫରୁ ଅନୁଷ୍ଠିତ ୬ ଦିନିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟନୀ ହୋଇଯାଇଛି। ଏହି ଉଦଘାଟନୀ  ଟୁର୍ଣ୍ଣାମେଣ୍ଟରେ ରୁଗୁଡିଘୁରା ସହିତ ଖଣ୍ଡଗିରୀ ସାହି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡଗିରୀ ସାହି ପ୍ରଥମେ ଟଚ୍ ଜିତି ୧୦ ଅଭର ରେ ୬୭ ବିଜୟ  ଲକ୍ଷ ଦେଇ ଥିବା ବେଳେ ରୁଗୁଡିଘୁରା ୪,୨ ବଲ ରେ ୩ ୱକେଟ ବିନିମୟ ରେ ବିଜୟ ହାସଲ କରିନେଇଥିଲେ। ଅମ୍ପେୟାର ଭାବେ କଇରୁ ମନହିରା, ଓ ସୀତାରାମ ଖଣ୍ଡଗିରୀ  ଉକ୍ତ ମ୍ୟାଚ୍ କୁ ପରିଚାଳନା କରିଥିବା ବେଳେ ଡାକ୍ତର ଅମାତ ଧାରା ବିବରଣୀ ପ୍ରଦାନ କରିଥିଲେ  ।

Post a Comment

Previous Post Next Post