କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) କଣ୍ଟାବାଞ୍ଜି ସହରରେ କୋଭିଡ ନିୟମକୁ ପାଳନ କରି ସହରର ବିଭିନ୍ନ ବ୍ୟବସାୟୀ ସଂଘ ପକ୍ଷରୁ ବିଶ୍ୱକର୍ମା ପୁଜା ପାଳନ କରାଯାଇଛି । ଟ୍ରକ ମାଲିକ ସଂଘ ପକ୍ଷରୁ ସଂଘ କାର୍ଯ୍ୟାଳୟ ପରିସରରେ ସଭାପତି ପ୍ରଭଜିତ ସିଂ ସାଲୁଜା ଏବଂ ଅନ୍ୟ ପଦାଧିକାରି, ସଦସ୍ୟଙ୍କ ଦେଖାରେଖାରେ ଏହି ପୁଜାର୍ଚ୍ଚନା କରାଯାଇଛି । ସେହିପରି ଠେଲା ସଂଘ, ଅଟୋ ସଂଘ, ବାଇକ ଗ୍ୟାରେଜ ସଂଘ , ହେମାଲ ସଂଘ ସହ ସହରର ଅନେକ ବ୍ୟବସାୟି ସଂଘ ଦ୍ୱାରା ବିଶ୍ୱକର୍ମା ପୁଜା ପାଳନ କରାଯାଇଛି ।
କଣ୍ଟାବାଞ୍ଜିର ବିଭିନ୍ନ ସଂଗଠନ ପକ୍ଷରୁ ବିଶ୍ୱକର୍ମା ପୁଜା ଧୁମଧାମରେ ପାଳନ
ଆଜତକ ଓଡ଼ିଶା
0
Post a Comment