ବୌଦ୍ଧ ୧୭/୦୭ (ଆଜ ତକ୍ ଓଡ଼ିଶା) ଆମ ବୌଦ୍ଧ ମାରୁତି ସେନାର ମହାଦେବ କୋଳତା ଓ ମନୋଜ ପଣ୍ଡା ଭାଇଙ୍କ ଉପସ୍ଥିତି କ୍ରମେ ଆଜି ଦିଲେଶ୍ୱର ଦିଦିଙ୍କ ଜନ୍ମଦିନ ଉପଲକ୍ଷେ କୁଷ୍ଠାଶ୍ରମରେ ସମସ୍ତ ବୃଦ୍ଧ ଓ ବୃଦ୍ଧାଙ୍କୁ କିଛି ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ମାରୁତି ସେନାଙ୍କ ସହଯୋଗରେ ଏଠାରେ କିଛି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।ସେଠାରେ ନବୀନ କୁମାର ବାଘ,କୃଷ୍ଣ ମେହେର ଓ ଭ୍ରମର ସୁନା ଭାଇ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା
Post a Comment