କଣ୍ଟାବାଞ୍ଜି :( ଆଜତକ୍ ଓଡ଼ିଶା ) ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଗ୍ରାମ ପଞ୍ଚାୟତ ଅଫିସର (GPO) ଗୋବିନ୍ଦ ଭୋଇଙ୍କ ଘରେ ଆଜି ସକାଳୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର ଭିଜିଲାନ୍ସ ଟିମର ଚଢାଉ ହୋଇଛି। ୫ ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି ।
କଣ୍ଟାବାଞ୍ଜି ପଟେଲ କଲୋନୀ ସ୍ଥିତ ବାସଭବନ ସହ ଧଣ୍ଡାମୁଣ୍ଡା ପୈତୃକ ବାସଭବନ, ତୁରେକେଲା, ମୁରିବାହାଲ ବ୍ଲକ କାର୍ଯ୍ୟଳୟ ଏବଂ ତାଙ୍କ ଫଟୋ ଷ୍ଟୁଡିଓରେ ତଲାସୀ ଚାଲିଛି ।
Post a Comment