କୁମ୍ଭାରୀ ମହିମାପଡ଼ିଆରେ ବୃକ୍ଷ ରୋପଣ


କଳାହାଣ୍ଡି : ଆଜି ପବିତ୍ର ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ଉପଲକ୍ଷେ କଲହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସ୍ଥିତ ଟେମରି ପଞ୍ଚାୟତର କୁମ୍ଭାରୀ ଗ୍ରାମର ମହିମା ପଡ଼ିଆରେ ନଡ଼ିଆ ଗଛ ରୋପଣ କରାଯାଇଥିଲା,ଏଥିରେ କୁମ୍ଭାରୀଗ୍ରାମର ଅଲେଖ ମହିମା ମଠର ସାଧୁ ଅଵ ଧୂତ ସନ୍ତୋଷ ବାବାବଙ୍କ ନେତୃତ୍ୱରେ ଶତାଧିକ ନଡ଼ିଆ ଗଛ ରୋପଣ କରାଯାଇ ଥିଲା,ଏହି କାର୍ଯ୍ୟ ରେ ପରୀକ୍ଷସା, ହରିଚନ୍ଦ୍ର ସା, ଟିକ ଚନ୍ଦ୍ରସା,ହୁମେସ୍ୱର ସା,ଦୁଃଖୀ ରାମ ସା, କୈଳାସ ଚନ୍ଦ୍ର ସା,ଏବଂ କୁମ୍ଭାରୀ ଗ୍ରାମର ଅବସର ଶିକ୍ଷକ ରାମକୁମାର ସେନାପତି ପ୍ରମୁଖ ଉପସ୍ଥିତ ରହି ଗୋଟିଏ ଗୋଟିଏ ନଡ଼ିଆ ଗଛ ରୋପଣ କରିଥିଲେ 

Post a Comment

Previous Post Next Post