ନୁଆପଡ଼ା : ନୁଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି କ୍ଳଷ୍ଟର ଅଧିନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦିଆମୁଣ୍ଡା ରେ ପ୍ରଧାନ ଶିକ୍ଷକ ଧନୀରାମ ନାଏକ ଙ୍କ ସଭାପତିତ୍ବରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ହୋଇଯାଇଛି।ୱାର୍ଡ ମେମ୍ବର ଶ୍ରୀଯୁକ୍ତ ଅକ୍ଷୟ ମାଝୀ, ମୂଖ୍ୟଅତିଥି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଉପେଲ ଧରୁଆ, ଗ୍ରାମର ଭଦ୍ରବ୍ୟକ୍ତି ଶ୍ରୀଯୁକ୍ତ ଛତର ମାଝୀ ଉପସ୍ଥିତ ରହି ମାତୃଭାଷା ବିଷୟ ରେ ଛାତ୍ରଛାତ୍ରୀ ଙ୍କୁ ବୁଝେଇ ଥିଲେ।ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ପାନାଲାଲ ମାଝୀ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଦାୟିତ୍ଵ ତୁଲାଇବା ସହିତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା।ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Post a Comment