ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବରେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟକୁ ସେବା ସମ୍ମାନରେ ସମ୍ମାନିତ


କଟକ ସ୍ଥିତ ରେଳବାଇ ଠାରେ ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ ଇଷ୍ଟକୋ କାଷ୍ଟ ରେଲୱେ ଇନ୍‌ ଷ୍ଟିଚ୍ୟୁଟ୍‌ ଠାରେ ପାଳିତ ହୋଇ ଯାଇଛି ଏହି ଶୁଭ ଅବସରରେ କଟକ ଜିଲ୍ଲାର ଛତିଆ ମାହାଙ୍ଗା ଅଞ୍ଚଳର ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ସମ୍ମାନିତ କରିଛନ୍ତି ଉତ୍ତରୀୟ ଓ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଉପହାର ପ୍ରଦାନ କରି ସମ୍ଭବ ଚାରିଟେବୁଲ ଟ୍ରଷ୍ଟକୁ ସେବା ସମ୍ମାନରେ ସମ୍ମାନିତ କରିଛନ୍ତି ଉଦଘାଟକ ଡଃ.ପ୍ରଭାତ ରଞ୍ଜନ ବିଶ୍ୱାଳ, ପ୍ରାକ୍ତନ ବିଧାୟକ, ଚୌଦ୍ଵାର ବରେଣ୍ୟ ସ୍ୱତନ୍ତ୍ର ଅତିଥି ଶ୍ରୀଯୁକ୍ତ ମହମ୍ମଦ ମୋକିମ୍,ପ୍ରାକ୍ତନ ବିଧାୟକ, ବାରବାଟୀ-କଟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଡ଼ଃ ଅମରେନ୍ଦ୍ରନାଥ ଦାସ ପ୍ରଫେସର ଯୁଦ୍ଧିଷ୍ଠିର ଖଟୁଆଶ୍ରୀ ଯୁକ୍ତ ବୁଦ୍ଧେଶ୍ଵର ପ୍ରସାଦ ଯାଦବ ( ସମାଜସେବୀ) ଶ୍ରୀଯୁକ୍ତ ଉତ୍ତମ ବେହେରା ସମ୍ମାନିତ ବକ୍ତା ପ୍ରଫେସର ସ୍ମିତା ମହାପାତ୍ର,ବ୍ଲଡ୍ ବ୍ୟାଙ୍କ ମୁଖ୍ୟ, ଏସ.ସି.ବି.ମେଡିକାଲ କଲେଜ କଟକ ଡଃ.ଶ୍ରୀମତୀ ପ୍ରିୟଦର୍ଶିନୀ ରଥ ଶ୍ରୀଯୁକ୍ତ ସଞ୍ଜୟ କୁମାର ଠାକୁର ଶ୍ରୀଯୁକ୍ତ ପ୍ରଦୀପ ବେହେରା ଶ୍ରୀଯୁକ୍ତ ବଟକୃଷ୍ଣ ସାହୁ ଶ୍ରୀ ଯୁକ୍ତ ଦେବାଶିଷ ସାହୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ୍ ଟ୍ରଷ୍ଟ ପ୍ରତିଷ୍ଠାତା ସଭାପତି ଏବଂ ଶ୍ରୀମତୀ ସରୋଜିନୀ କାହାଳୀ ଓ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ପ୍ରୋଗ୍ରାମରେ ସହଯୋଗ କରିଥିଲେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଶୁଭେଚ୍ଛା ଶୁଭ କାମନା ଜଣାଇ ଅନୁଷ୍ଠାନକୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post