ପତ୍ରାପାଲି (କ) ସତ୍ୟଶାନ୍ତି ପ୍ରହରି ମଣ୍ଡପ ର କୁମ୍ଭ ଭରଣ ଓ କଳସ ଯାତ୍ରା ସମ୍ପୂର୍ଣ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଙ୍କ ଯୋଗଦାନ


ମୁରିବାହାଲ ୧୦/୦୨ (ଲକ୍ଷ୍ମୀକାନ୍ତ ଧରୁଆ) ବଲାଙ୍ଗିର ମୁରିବାହାଲ ବ୍ଲକ ଅନ୍ତର୍ଗତ ପତ୍ରାପାଲି (କ )ଗ୍ରାମ ରେ କୁମ୍ଭ ଭରଣ ସହିତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ଏଥିରେ ପୂଜକ ଭାବେ  ବିଦ୍ୟାଧର ତ୍ରିପାଠୀ, ବିଘ୍ନ ରାଜ ତ୍ରିପାଠୀ, ବିଜୟ ତ୍ରିପାଠୀ ଓ କୁମ୍ଭ ଭରଣ କର୍ତ୍ତା ଭାବେ ଧନଞ୍ଜୟ ସାହୁ ତାଙ୍କ ଧର୍ମ ପତ୍ନୀ ପଦ୍ମାବତି ସାହୁ  ଥିବାବେଳେ ନମଯଜ୍ଞ୍ୟ କର୍ତ୍ତା ଭାବେ ଭକ୍ତବନ୍ଧୁ ପୁଟେଲ ଓ ତାଙ୍କ ଧର୍ମପତ୍ନୀ ହେମକାନ୍ତି ପଟେଲ , କାର୍ଯ୍ୟ ତୁଲାଇଥିଲେ ସେହିପରି ଏହି କୁମ୍ଭ ଭରଣ ରେ କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଏଵଂ ତାଙ୍କ ଧର୍ମ ପତ୍ନୀ ଏହି କୁମ୍ଭ ଭରଣ ରେ ଯୋଗ ଦେଇଥିଲେ ତା ସହିତ ପତ୍ରାପାଲି ଗ୍ରାମ ର ମୋନୋଜ ପୁଟେଲ, ସୁନାଧର ପଟେଲ ସୁରେନ୍ଦ୍ର ସାହୁ, ଜଳସେ ପୁଟେଲ, ପିଉସ ପୁଟେଲ , ଲିଲାମୟ ସାହୁ, ସୁଧୀର ସାହୁ, ଜିତେନ୍ଦ୍ର ପୁଟେଲ, ଗୋକୁଳ ପୁଟେଲ, ଗୁଲପା ସାହୁ,ନୀଳାମ୍ବର ପୁଟେଲ, ବିଶ୍ଵନାଥ ପୁଟେଲ, କୈଳାଶ ମାଝୀ, ବିରଞ୍ଚି ପୁଟେଲ,ଦୂଲ୍ଲବ ସାହୁ ବୈସାଖୁ ସାହୁ ସୁଦର୍ଶନ ସାହୁ ହିରାଧର ସାହୁ, ଶଙ୍କର ସାହୁ, ପୁଣ୍ୟ ପୁଟେଲ ପ୍ରମୁଖ ଅନେକ ଶ୍ରଦ୍ଧାଳୁ ଭକ୍ତମାନେ ଏହି କୁମ୍ଭ ଭରଣ ଏବଂ କଳସ ଯାତ୍ରା ରେ ଯୋଗଦେଇ ଥିଲେ ଓ ସମ୍ପୂର୍ଣ ଗ୍ରାମ ବାସୀ ଉପସ୍ଥିତ ଥିଲେ।

Post a Comment

Previous Post Next Post