ଜଳେଶ୍ଵର, ୧୦/୧୨(ଜଗନ୍ନାଥ ଗୋଛାୟତ): ଜଳେଶ୍ୱରର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରୋଟାରୀ କ୍ଳବ ଅଫ ଜଳେଶ୍ୱର ଦ୍ୱାରା ନୂଆ ବଜାର ଠାରେ ନିର୍ମାଣ ହେବାକୁ ଯାଉଛି ଟ୍ରାଫିକ ପୋଷ୍ଟ ଓ କ୍ଲକ୍ ଟାୱାରର ଆଜି ସ୍ଥାନ ନିରୂପଣ ପାଇଁ ଜଳେଶ୍ୱର ଥାନାର ଆଇଆଇସି ରଞ୍ଜନ କୁମାର ସେଠୀ, ପୂର୍ତ୍ତ ବିଭାଗର ଅଧିକାରୀ ଇଂ ନିହାର ରଞ୍ଜନ ବେହେରା, ଜଳେଶ୍ୱର ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ପ୍ରତୀପ କୁମାର ପ୍ରଧାନ, ରୋଟାରୀ କ୍ଳବର ସଭାପତି ଭାସ୍କର ରଞ୍ଜନ ସ୍ବାଇଁ, ସମ୍ପାଦକ ସୁବିର ଚଟାର୍ଜୀ, ସଭ୍ୟ ସର୍ବଶ୍ରୀ ଦୀପକ ସାହୁ, ସୁବ୍ରତ ରଣା, ରାଜେଶ ଖଟୁଆ, ନନ୍ଦନ ଦତ୍ତ, ମଣିଭଦ୍ର ଜେନା, ସୁବିର ସେନାପତି, ଅଂଶୁମାନ ରାଉତ, ସତ୍ୟବ୍ରତ ଜେନା, ସାଗର କାମିଳା, ମାନସ ମହାନ୍ତି, ରାଜକିଶୋର ହୁଈ ପ୍ରମୁଖ ଉପସ୍ଥିତ ଥିଲେ।ଜଳେଶ୍ୱର ପୌରପାଳିକାର ଆହ୍ୱାନ କ୍ରମେ ରୋଟାରୀ କ୍ଳବ ଜଳେଶ୍ୱର ଦ୍ୱାରା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆସନ୍ତା କାଲି ଭୂମିପୂଜା ଅନୁଷ୍ଠିତ ହେବ ଓ ଏହା ଅତି ଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ କରି ଜନ ସାଧାରଣଙ୍କ ସୁବିଧା ପାଇଁ ଲୋକାର୍ପିତ ହେବ ବୋଲି ନଗରପାଳ ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି।

Post a Comment