ଉପ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ସ୍ୱେଚ୍ଛାସେବୀ ସେବା ସଂମ୍ମାନରେ ସଂମ୍ମାନିତ


ତାଳଚେର : (ଆଜତକ୍ ଓଡ଼ିଶା) ପୁରୀ ଜିଲ୍ଲାର ନିମାପଡା ସାମାଜିକ ଅନୁଷ୍ଠାନ ନୟାସବେରା ନିମାପଡା ୟୁଥ ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବରେ ଅନୁଗୋଳ ଜିଲ୍ଲାର ତାଳଚେର ବ୍ଲକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନଙ୍କୁ ସଂମ୍ମାନିତ କରିଛନ୍ତି ମୁଖ୍ୟ ଅତିଥି ଓଡିଶାର ମହିଳା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ହସ୍ତ୍ରୁରୁ ଉତ୍ତରୀୟ ମାନପତ୍ର ଆୱାଡ ପୁଷ୍ପଗଛ ମଞ୍ଚରୁ ସ୍ବେଛାସେବୀ ସଂମ୍ମାନ ଗ୍ରହଣ କରିଥିଲେ ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ପରିବାରର ପ୍ରତିଷ୍ଟତା ସରୋଜ କୁମାର ସାହୁ, ସଦସ୍ୟ ସୋମ୍ୟରଞ୍ଜନ ସାହୁ,ସୁମନ୍ତ କୁମାର ବେହେରା, ସୁଶାନ୍ତ କୁମାର ନାହାକ ମାନେ ଉପସ୍ଥିତ ରହି ଆଜିକୁ  ଚାରୀ ବର୍ଷରୁ ଉଦ୍ଧ ହେବ ମାନବ ସେବା ମାଧବ ସେବାକୁ ମାନବ କଲ୍ୟାଣ ନିମନ୍ତେ ସମାଜ ସେବାକୁ ବ୍ରତ କରି ସେବା ରେ ସମର୍ପିତ ହେଇ ନିସ୍ଵାର୍ଥ ପର ସେବା ଦୁଃଖୀ ରଙ୍କି ମାନକୁ ଯୋଗେଇ ଆସୁଥିବା ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନର ସେବା କାର୍ଯ୍ୟ ବିଷୟରେ ଜାଣି ଖୁସି ହୋଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମାତୀ ପ୍ରଭାତି ପରିଡା ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇ ଥଲେ। ବାର୍ଷିକ ଉତ୍ସବରେ ସନ୍ନମ୍ମୀୟ ଅଥିତି ଡାକ୍ତର ଅଶୋକ କୁମାର ରଥ, ମାନସ କୁମାର ଦାସ, ଶ୍ରୀମତୀ ମାମି ମହାନ୍ତି,ସନ୍ୟାସି କୁମାର ବେହେରା  ଯୋଗ ଦେଇଥିଲେ ଓ ନୟା ସବେରା ନିମାପଡା ଟ୍ରଷ୍ଟ ର ସମ୍ପାଦକ ନିର୍ମଳ ପରିଜା,ସଭାପତି ବିଶ୍ୱରଜନ ତ୍ରିପାଠୀ, ସୁଧାଂଶୁ ଶେଖର, ଜଗବନ୍ଧୁ ପରିଡା ଓ ସଦ୍ୟସ ମାନେ ଉପସ୍ଥିତ ଥଲେ ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ର ପ୍ରତିଷ୍ଟତା ସରୋଜ କୁମାର ସାହୁ ଶୁଭେଚ୍ଛା ଜଣାଇ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post