ନୂଆପଡା (ପରମେଶ୍ୱର ମେହେର) ନୂଆପଡା ଜିଲ୍ଲା ଅନ୍ତର୍ଗତ ଜମାପାଣି ଗାଁ ର ଦେଓଶରଣ ସାହୁ ଙ୍କ ମହିଳା ରାଜଶ୍ରୀ ସାହୁ ତିନି ଗୋଟି ଶିଶୁ କନ୍ୟା ସନ୍ତାନ ଙ୍କୁ ଜନ୍ମ ଦେଇଥିବା ଜଣାପଡୁଛି । ତିନି ଜଣ ଜନ୍ମିତ ଶିଶୁକନ୍ୟା ସମ୍ପୂର୍ଣ ସୁସ୍ଥ ଥିବା ଜଣାପଡୁଥିବା ବେଳେ ପରିବାର ରେ ସମସ୍ତେ ଖୁସିର ଲହରୀ ଖେଳି ଯାଇଛି । ମିଳିଥିବା ସୂଚନା ଅନୁସାରେ ଦେଓସରଣ ସାହୁ ଓ ରାଜଶ୍ରୀ ସାହୁ ଗତ ଚାରି ବର୍ଷ ପୂର୍ବେ ବିବାହ କରିଥିଲେ । ବିବାହ ର ଚାରି ବର୍ଷ ପରେ ରାଜଶ୍ରୀ ସାହୁ ଗର୍ଭବତୀ ହୋଇଥିବା ବେଳେ ଆଜି ପ୍ରଶବ ଯନ୍ତ୍ରଣା ହେବା ପରେ ନୂଆପଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିବା ବେଳେ ସକାଳ ଘଣ୍ଟା ୮, ୨୧ ଘଣ୍ଟା ସମୟ ରେ ପ୍ରଥମ ଶିଶୁ କନ୍ୟା ର ଜନ୍ମ ହୋଇଥିବା ବେଳେ ଦ୍ୱିତୀୟ ଶିଶୁ କନ୍ୟା ୮, ୨୬ ଘଣ୍ଟା ସମୟ ରେ ଜନ୍ମ ହୋଇ ଥିବା ଏବଂ ତୃତୀୟ ଶିଶୁ କନ୍ୟା ୮, ୨୯ ଘଣ୍ଟା ସମୟ ରେ ପର୍ଯ୍ୟୟ କ୍ରମେ ଜନ୍ମ ହୋଇଥିବା ଜଣାପଡୁଛି l ଶିଶୁ ମାନଙ୍କର ଓଜନ ଯଥାକ୍ରମେ ପ୍ରଥମ ଶିଶୁ କନ୍ୟା ର ୧ କେଜି ୯୭୦ ଗ୍ରାମ ଏବଂ ଦ୍ୱିତୀୟ ଶିଶୁକନ୍ୟା ର ଓଜନ ୧ କେଜି ୯୧୦ ଗ୍ରାମ ଓ ତୃତୀୟ ଶିଶୁକନ୍ୟା ର ଓଜନ ୨ କେଜି ୨୦୦ ଗ୍ରାମ ଥିବା ଜଣାପଡୁଛି । ବର୍ତ୍ତମାନ ଜନ୍ମିତ ଶିଶୁକନ୍ୟା ମାନଙ୍କ ର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ର ପରିବାର ସୂତ୍ର ରୁ ଜଣାପଡୁଛି ।

Post a Comment