ବଡ଼ଚଣା ୨୮/୧୧ (ଆଜତକ ଓଡ଼ିଶା) ଶ୍ରୀ ଶ୍ରୀ ସତ୍ୟନାରାୟଣ ପାଲା ସଂସ୍କୃତି ବାହକ ଯୁବ ଗାୟକ ଏବଂ କଳାକାର ସଂଘ ପକ୍ଷରୁ ମଙ୍ଗଳବାର ରାଜ୍ୟ ସ୍ଥରୀୟ ପାଲା ସମ୍ମିଳନୀ ଆୟୋଜିତ ହୋଇ ଯାଇଛି। ସଂଘ ର ସ୍ଥାୟୀ ସଭାପତି ଗାୟକ ପଶ୍ଚିମ ଯୁବ ସମ୍ରାଟ ଶ୍ରୀ ଦେବରାଜ ପଣ୍ଡାଙ୍କ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ବହୁ କଳାକାର ସାମିଲ ହୋଇ ନିଜ କଳାର ପ୍ରତିଭା ପ୍ରଦର୍ଶନ କରିବାସହ ସମ୍ବର୍ଦ୍ଧିତ ହୋଇ ଥିଲେ ,ପ୍ରାଚୀନ ଭବ୍ୟ ଏହି ବିଦଗ୍ଧ କଳା ହିଁ ପାଲା ତେବେ ଏହାର ପ୍ରଚାର ପ୍ରସାର ଓ ଲୋକାଭିମୁଖୀ କୁ ନେଇ ବିଶେଷ ଆଲୋଚନା ହୋଇ ଥିଲା , ଆଧୁନିକ ଯୁଗରେ ଲୋକେ ପୁରାଣ କଥା, ରାମାୟଣ , ମହାଭାରତ , ଭଳି ପଵିତ୍ର କାହାଣୀ କୁ ବେଶ ଆଗ୍ରହୀ ନ ହୋଇ ଯୁବପିଢି ଅସମାଜିକ ପାଲଟି ଯାଇ ଅନେକ କୁ କାର୍ଯ୍ୟ କରିବାରେ ଲିପ୍ତ ରହୁଅଛନ୍ତି, ଏହି ପାଲା ମାଧ୍ୟମ ରେ ଲୋକଙ୍କୁ ଶିକ୍ଷା, ସଚେତନ ଦେବା ସହ ଆଧୁନିକ ଯୁବ ପିଢୀକୁ ଏକ ନୂଆଁ ସନ୍ଦେଶ ଦେବାର ମଧ୍ୟ ବିଶେଷ ଭୂମିକା ତଲାଇବାର ଏକ ପ୍ରମୁଖ ମାଧ୍ୟମ ବୋଲି ଗାୟକ ସୁଧାକର ଯୁଧିଷ୍ଠିର ପରିଜା ମତ ବ୍ୟକ୍ତ କରିଛନ୍ତି । ଏହି ଅବସର ରେ ମୁଖ୍ୟ ଅତିଥି ସିଦ୍ଧାନ୍ତ ଦର୍ଶୀ ମଦନ ମୋହନ ଜେନା, ସଂଘ ଉପ ସଭାପତି ଗାୟକ ଜ୍ଞାନ ଭୂଷଣ ସାହୁ, ସମ୍ପଦକ ଗାୟକ ଯୁବ ଭାସ୍କର ସତ୍ୟବ୍ରତ କର ,ସହ ସମ୍ପାଦକ ଗାୟକ ଜ୍ଞାନଞ୍ଜନ ରଞ୍ଜନକୁମାର ,ସଂଯୋଜକ ଗାୟକ ନଚିକେତା ଭବାନୀ ଶଙ୍କର ଜେନା, ମଦନ ମୋହନ ଜେନା ,କମିନି ସାହୁ, ବିଶ୍ୱନାଥ ଦାସ ,ଜ୍ଞାନ ଭୂଷଣ ଅଭିମନ୍ୟୁ ସାହୁ ଗାୟକ ମଞ୍ଜୁଳ ସୁଶୀଲ ମହାରଣା ,ପ୍ରମୁଖ ଉପସ୍ଥିତ ଥିଲେ ଶେଷ ରେ ମହାପ୍ରଭୁ ଜଗନ୍ନାଥ ଙ୍କର ପଟ୍ଟଚିତ୍ର ପ୍ରଦାନ କରାଯାଇ ଥିଲା । ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି କବିକଳାକାର, ସାହିତ୍ୟିକ ,ଦର୍ଶକଏହି କାର୍ଯ୍ୟ କର୍ଯ୍ୟ କ୍ରମକୁ ଭରପୁର ମନରଞ୍ଜନ କରିବା ସହ ଭୁରି ପ୍ରଶଂସା ମଧ୍ୟ କରିଥିଲେ ,ପଶ୍ଚିମ ଓଡ଼ିଆର ଇପାନ୍ତ ଆଦି ବାସୀ ଅଂଚଳ ର ଜଣେ ଉଦୟମାନ ପଲଗାୟକ ଶ୍ରୀ ଦେବରାଜ ପଣ୍ଡା ଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସଂଗଠନ ପୂର୍ବ ଓଡ଼ିଶାର ମହାନ ପ୍ରତିଭାକୁ ଏକତ୍ର କରି ଯେ ଭଳି ଏହି ସର୍ବ ପ୍ରାଚୀନ ବିଦଗ୍ଧ କଳା ଲୋକଙ୍କ ଆଦର ଓ ପ୍ରସସନ୍ସନିୟ ହୋଇ ପାରିବ ସେଇଥି ପାଇଁ ସମୟ ଦେଇ କଳାକୁ ଆଗକୁ ନେବାକୁ ପ୍ରୟାସ କରୁଥିବାରୁ ଉପସ୍ଥିତ ସମସ୍ତେ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।

Post a Comment