ଅସ୍ତରଙ୍ଗ ୨୭/୧୧ (ଅଲେଖ ବିଶ୍ଵାଳ) ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଯୁବନେତା ଦିବାକର ଛାଟୋଇଙ୍କ ନେତୃତ୍ବରେ ସୁଦୃଢ଼ ହେଉଛି ବିଜେପି ସବୁଜ ଶାଖାର ଆବାହକ ଶ୍ରୀ ଛାଟୋଇ ଙ୍କ ନେତୃତ୍ବରେ କୋରଣା ଗ୍ରାମପଞ୍ଚାୟତର କରାଳ ନଟରା ବାତ୍ୟା ଆଶ୍ରୟସ୍ଥଳୀରେ ୫୦୦ ରୁ ଉର୍ଦ୍ଧ୍ୱ ବିଜେଡି ସମର୍ଥିତ କର୍ମୀ ଦଳ ଛାଡି ଭାରତୀୟ ଜନତା ପାର୍ଟିର କାକଟପୁର ବିଧାନସଭା ନେତା ବାଇଧର ମଲ୍ଲିକ ଙ୍କ ଉପସ୍ଥିତିରେ ବିଜେପି ରେ ମିଶିଲେ। ଆୟୋଜିତ ମିଶ୍ରଣ ପର୍ବରେ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ଆରତୀ ନାୟକ, ନରେନ୍ଦ୍ର ବେହେରା, ଅଶୋକ ବେହେରା, କର୍ଣ୍ଣ ବେହେରା, ଜଳନ୍ଧର ବେହେରା, ପ୍ରଭାକର ବେହେରା, ଉପେନ୍ଦ୍ର ବେହେରା, ଶିବ ବେହେରା, ଡାକୁ ବେହେରା, ସୁରେଶ ସ୍ବାଇଁ, ନବଘନ ସ୍ବାଇଁ, ଦେବେନ୍ଦ୍ର ନାୟକ ଅନ୍ୟ ନେତୃମଣ୍ଡଳୀ ମିଶ୍ରଣ ପର୍ବ ରେ ଅଭିଭାଷଣ ରଖିଥିଲେ।

Post a Comment