ସିନ୍ଧେକେଲା,୧୮/୯ (ଆଜତକ୍ ଓଡ଼ିଶା) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଯୁବଗୋଷ୍ଠୀ ପକ୍ଷରୁ ସ୍ଥାନୀୟ ଶିବ ମନ୍ଦିର ପ୍ରାଙ୍ଗଣରେ ଭାରତର ଯଶସ୍ୱି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳିତ ହୋଇଯାଇଛି । ମୋଦିଙ୍କ ଜନ୍ମଦିନ ସହ ଏଠାକାର ଯୁବକର୍ମୀ ତଥା ମୋଦି ଭକ୍ତ ଦେବେନ୍ଦ୍ର ଖମାରି ଙ୍କ ଜନ୍ମଦିନ ମଧ୍ୟ ପଡ଼ୁଥିବାରୁ ତାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅନେକ ଯୁବଗୋଷ୍ଠୀଙ୍କ ଗହଣରେ ପ୍ରଥମେ କେକ କଟା ଯାଇଥିଲା ପରେ ବଙ୍ଗୋମୁଣ୍ଡା ବ୍ଲକ ସାଂସଦ ପ୍ରତିନିଧି ଅନିଲ ନାଏକ ମୋଦିଙ୍କ ଜନ୍ମଦିନ ଅବସରରେ ତାଙ୍କ ଦୀର୍ଘାୟୁ କାମନା କରି ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ତାଙ୍କର ଯେଉଁ ସଂକଳ୍ପ ରହିଛି ତାହା ପୂରଣ ହେଉ ବୋଲି ଶିବ ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଜଗନ୍ନାଥ ଜୈନ , ମିନିକେତନ ତ୍ରିପାଠୀ , ପରମା ସାହୁ , ହେମନ ସାହୁ , ସିନ୍ଧେକେଲା ବିଜେପି ମଣ୍ଡଳ ସମ୍ପାଦକ କହ୍ନେୟା ଜୈନ , ରାମ ସାହୁ , ପପୁ ସାହୁ , ବିଦ୍ୟା ସାହୁ , ଜଗନ୍ନାଥ ବେହେରା , ଜୟନ୍ତ ଖମାରି , ତ୍ରିନାଥ ପାଢ଼ୀ , ନୂଆଖଉ ସାହୁ , ନୌରାଜ ରଣା , ଆର୍ତ୍ତ ସାହୁ , ଶିବା ତ୍ରିପାଠୀ , ମାରୱାଡି ଯୁବାମଞ୍ଚ ସଭାପତି ଅମିତ ଜୈନ ପ୍ରମୁଖଙ୍କ ସହ ଅନେକ ବିଜେପି କର୍ମୀମାନେ ସାମିଲ ହୋଇଥିଲେ।

Post a Comment