ନୂଆପଡା ୭/୯ (ବିରବଲ ପ୍ରଧାନ) ନୂଆପଡା ଭିଜିଲାନ୍ସ ଜାଲରେ ନୂଆପଡା ପରିବହନ ଅଧିକାରୀ ବିଜୟ ବେହୁରିଆ ନିଜ ଗାଡ଼ିରେ କ୍ୟାସ ଧରି ଭୁବନେଶ୍ବର ଯାଉଥିବା ବେଲେ ଖବର ପାଇଁ ଖୋର୍ଦ୍ଧା ହସ୍ପିଟାଲ ଛକ ପାଖରେ ଧରିଛି ଭିଜିଲାନ୍ସ, ଗାଡ଼ିରେ ଏକ ଲକ୍ଷ ବତିଶ ହଜାର ଟଙ୍କା ନେଇ ଯାଉଥିବା ବେଳେ ଓ ଏହି ଟଙ୍କାର ସନ୍ତୋଷ ଜନକ ଉତ୍ତର ନ ଦେବାରୁ ଧରିଲା ଭିଜିଲାନ୍ସ, Iନଗଦ କେଶଧରି OD33AC-2030 ଗାଡ଼ିରେ ନୂଆପଡା ରୁ ଭୁବନେଶ୍ବର ଯାଉଥିଲେ, ବର୍ତମାନ ସୁଦ୍ଧା ୫ଟି ଜାଗାରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।

Post a Comment