ଢେଙ୍କାନାଳ (ଆଜତକ୍ ଓଡ଼ିଶା) ଢେଙ୍କାନାଳ ଜିଲ୍ଲାର ସଦର ବାସିନ୍ଦା ସାମାଜିକ କର୍ମୀ ସୁଶ୍ରୀ ସୁମିତ୍ରା ସାହୁ ନିଜକୁ ସମାଜ ସେବାରେ ନିୟୋଜିତ କରି ଦୁଃଖୀ ରଙ୍କି ମାନଙ୍କ ଓଠରେ ହସ ଫୁଟାଇ ବିପଦର ବନ୍ଧୁ ସାଜି ଦୁଃଖୀ ଲୋକଙ୍କ ମନରେ ସାହାସ ଭରୁଛନ୍ତି,ସାହାଯ୍ୟର ହାତ ବଢ଼ାଇ ଲୋକଙ୍କ ପାଖରେ ପହଞ୍ଚି ତାଙ୍କ ଦୁଃଖରେ ସାମିଲ ହେଉଛନ୍ତି ମାନବ ସେବାକୁ ମାଧବ ସେବା ମନେ କରି ଦୀର୍ଘ ୭ବର୍ଷ ହେବ ସେବା ଯୋଗାଇ ଆସୁଛନ୍ତି ସମାଜର କଲ୍ୟାଣ ନିମନ୍ତେ ତାଙ୍କ ସେବା କାର୍ୟ୍ଯ ଓ ସୁନ୍ଦର ବ୍ୟବହାର ନିଆରା ଯୁବ ପିଢ଼ି ମାନଙ୍କ ପାଇଁ ପ୍ରେରଣା ସାଜି ସମାଜ ପାଇଁ ଉଦାହରଣ ହୋଇଛନ୍ତି, ସୁମିତ୍ରାଙ୍କ ସେବା କାର୍ୟ୍ଯ ଓ ଜୀବନ କାହାଣୀ ବିଷୟରେ ଜାଣି ଆଦ୍ରପ୍ରଦେଶର ସାମାଜିକ ଅନୁଷ୍ଠାନ ମନମ ଫାଉଣ୍ଡେସନ ତରଫରୁ ସମ୍ମାନ ଜଣାଇ ସେବା ସମ୍ମାନରେ ସମ୍ମାନିତ କରି ଶୁଭ କାମନା ଜଣାଇ ଥିଲେ । ସୁମିତ୍ରା ସାହୁ ସମ୍ମାନ ପାଇଁ ଖୁସି ହୋଇ କହିଛନ୍ତି ଏହା ମୋ ପାଇଁ ଭଗବାନଙ୍କର ଉପହାର ମନମ ଫାଉଣ୍ଡେସନ ଚେୟାରମ୍ୟାନ ଡାକ୍ତର କ.ଚକ୍ରବର୍ତୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଆଗକୁ ସେବା କାର୍ୟ୍ଯ ଜାରି ରହିବ ସମାଜ ପାଇଁ ସମର୍ପିତ ହୋଇ ରହିବେ ଓ ତାଙ୍କ ଦ୍ୱାରା ଯାହା ସମ୍ଭବ ଦୁଃଖୀ ଲୋକଙ୍କ ପାଇଁ କର୍ତ୍ତବ୍ୟ ସେବା କରିବେ ବୋଲି ସୂଚନା ଦେଇଛନ୍ତି ।

Post a Comment